www.samajalive.in
Tuesday, December 9, 2025
15.1 C
Bhubaneswar

ମେକ୍ସିକୋରେ ପ୍ରିୟଙ୍କା-ନିକ୍

ନିର୍ବନ୍ଧ ପରେ ଆଜିକାଲି ବଲିଉଡର ପ୍ରିୟଙ୍କା ଚୋପ୍ରା ଖବରର ଶୀର୍ଷରେ ଅଛନ୍ତି। ନିର୍ବନ୍ଧ ପରେ ଜ୍ଞାତିପରିଜନଙ୍କ ସହ କିଛି ସମୟ ଅତିବାହିତ କରିବା ନିମନ୍ତେ ସେ ମୁମ୍ବଇରେ ଥିଲେ। ଏବେ ପୁଣି ସେ ନିଜ ହଲିଉଡ ପ୍ରୋଜେକ୍ଟ କାମ ଆରମ୍ଭ କରିସାରିଲେଣି। ବିବାହ ତାରିଖ ଯଦିଓ ତାଙ୍କର ସ୍ଥିର ହୋଇନାହିଁ, କିନ୍ତୁ ଖୁବ୍ ଶୀଘ୍ର ସ୍ଥିର ହେବ ବୋଲି ତାଙ୍କ ମା’ ମଧୁ ଚୋପ୍ରା ଗଣମାଧ୍ୟମକୁ ଜଣାଇଛନ୍ତି। ଅନ୍ୟପାଖେ ନ୍ୟୁୟର୍କରେ ପହଞ୍ଚିବା ପରେ ପ୍ରିୟଙ୍କା ସାମାନ୍ୟ ବିରତି ନେବାକୁ ଚାହିଁଛନ୍ତି। ଭାବୀ ସ୍ବାମୀ ନିକ୍ ଜୋନସ୍ ଓ ତାଙ୍କ ଶ୍ବଶୁର ଘର ଲୋକଙ୍କ ସହ ପିସି(ପ୍ରିୟଙ୍କା ଚୋପ୍ରା) ଏବେ ମେକ୍ସିକୋରେ ଛୁଟି କାଟିବେ। ପ୍ରାୟ ୧ ସପ୍ତାହ ମେକ୍ସିକୋରେ ସମୟ ଅତିବାହିତ କରିବାରେ ନିଜ କାମ ଆରମ୍ଭ କରିବେ ବୋଲି ପ୍ରିୟଙ୍କା ସେଠା ଗଣମାଧ୍ୟମକୁ ସ୍ପଷ୍ଟ କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories