www.samajalive.in
Saturday, December 6, 2025
14.1 C
Bhubaneswar

ବିଜେଡିକୁ ବଦନାମ୍‌ ଉଦ୍ୟମ: ପ୍ରମିଳା

ଭୁବନେଶ୍ଵର: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ବିକ୍ରମ ପଣ୍ଡାଙ୍କର ସମ୍ପୃକ୍ତି ନାହିଁ ବୋଲି କହିଛି ବିଜେଡି। ଏକ ପ୍ରେସମିଟରେ ପ୍ରମିଳା ମଲ୍ଲିକ ଏବଂ ଭୃଗୁ ବକ୍ସିପାତ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । କହିଛନ୍ତି ନୂଆପଡା ଉପନିର୍ବାଚନକୁ ଦେଖି ସରକାର ନୂଆ ଚକ୍ରାନ୍ତ କରିଛନ୍ତି। ବିଜେଡିକୁ ବଦନାମ କରିବା ପାଇଁ ଏସ୍‌ପିଙ୍କ ଜରିଆରେ ଉଦ୍ୟମ କରାଯାଇଛି। ଜିଲ୍ଲାର ମନ୍ତ୍ରୀ ବିଭୂତି ଜେନାଙ୍କୁ ବଞ୍ଚାଇବା ପାଇଁ ଷଡଯନ୍ତ୍ର ହୋଇଛି। ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ କ୍ୟାରିୟରକୁ ନଷ୍ଟ କରିବାକୁ ଉଦ୍ୟମ କରାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories