ସମୁଦ୍ରରେ ଉଡ଼ାଜାହାଜ: ୪୭ଯାତ୍ରୀ ଉଦ୍ଧାର

0

ନୂଆଦିଲ୍ଲୀ: ପ୍ରଶାନ୍ତ ମହାସାଗର କୂଳରେ ସ୍ଥିତ ପାପୁଆ ନ୍ୟୁ ଗିନିର ଏକ ବିମାନ ଗୁରୁବାର ସକାଳ ସାଢେ ୯ଟାରେ ଦୁର୍ଘଟଣାଗ୍ରସ୍ତ ହେବା ପରେ ଏଥିଲେ ଥିବା ୪୭ଜଣ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ମାଇକ୍ରୋନେଶିୟାରେ ଏକ ବିମାନବନ୍ଦରରେ ଅବତରଣ କରିବା ବେଳେ ବିମାନଟି ରନ୍‌ୱେରେ ନିଜ ବେଗ ନିୟନ୍ତ୍ରଣ କରି ନପାରି ନିକଟରେ ଥିବା ସମୁଦ୍ର ଭିତରେ ପଶିଗଲା। ବିମାନଟି ରନ୍‌ୱେଠାରୁ ଆହୁରି ୧୬୦ ମିଟର ଦୂରକୁ ଚାଲି ଯାଇଥିଲା।

Leave A Reply