ଫୁଲବାଣୀ: କନ୍ଧମାଳ ଜିଲ୍ଲା ପବିଙ୍ଗିଆ ପଂଚାୟତର ପଞ୍ଚାୟତ ମୁଖ୍ୟାଳୟ ପବିଙ୍ଗିଆ ଠାରୁ ଲାମ ପଦର ଗାଁକୁ ସଂଯୋଗ କରୁଥିବା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କର ପାଜିମାହାଁ ଗାଁ ନିକଟରେ ଥିବା କଲଭଟଟି ଧୋଇ ହୋଇ ଯାଇଛି। ଫଳରେ ଏହି ଅଂଚଳର ଲମ୍ବାପଦାର ଗାଁ, ତବିନି ପଦର, ପଥ ଖୋଲ ସହ ୫ରୁ ଅଧିକ ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇ ଯାଇଛି।
Popular Categories



