www.samajalive.in
Sunday, December 14, 2025
19.1 C
Bhubaneswar

ଷ୍ଟେଟ ବ୍ୟାଙ୍କ ଲାଇଫ ଇନସୁରାନ୍ସ କର୍ମଚାରୀଙ୍କ ପକ୍ଷରୁ ବେଳାଭୂମି ସଫେଇ

ଗୋପାଳପୁର: ବ୍ରହ୍ମପୁର ଷ୍ଟେଟ ବ୍ୟାଙ୍କ ଲାଇଫ ଇନସୁରାନ୍ସ ଶାଖା ପକ୍ଷରୁ ଗୋପାଳପୁର ବେଳାଭୂମିରେ ସଫେଇ କାର୍ଯ୍ୟ ହାତକୁ ନିଆଯିବା ସହ ବେଳାଭୂମି ସଫେଇ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଡେପୁଟି ରିଜୋନଲ ମ୍ୟାନେଜର ଚିନ୍ମୟ ମହାନ୍ତିଙ୍କ ସମେତ ବରିଷ୍ଠ ଶାଖା ଅଧ୍ୟକ୍ଷ ତାପସ ପ୍ରଧାନ, ଏରିଆ ମ୍ୟାନେଜର ପ୍ରିୟବ୍ରତ ସୁବୁଦ୍ଧି, ସୁପ୍ରିୟା ନାୟକ, କୁଞ୍ଜବିହାରୀ ପୁରୋହିତ, ମନୋଜ ପାଣିଗ୍ରାହୀ, ନବକିଶୋର ରଥ, ନିଳାନ୍ଚଳ ମାହାରଣା, ଅଜିତ ନାୟକ, ସଚ୍ଚିକାନ୍ତ ତ୍ରିପାଠୀ, ଅନିଲ ତାରିଣୀ, ବିନାୟକ ମିଶ୍ର, ଚନ୍ଦନ ପଣ୍ଡିତ, ବିକ୍ରମ ପଣ୍ଡା, ରୋହିତ, ଅଜିତ, ସୁମନ ନାହକ, ପୂର୍ଣଚନ୍ଦ୍ର ମହାରାଣା, ଅଭିଷେକ ପାଣିଗ୍ରାହୀ, ସିମାଦ୍ରି ସେଠୀ, କେ ସତିଶ, ସମୀର ସୁନିଲ, ଲାଇଫ ମିତ୍ର କୃଷ୍ଣ ଚନ୍ଦ୍ର ମହାରଣା, କାମେଶ୍ବର, ଏ ରାମା ରାଓ, ସତ୍ୟବ୍ରତ ଚୈଧୁରୀ ପ୍ରମୁଖ ସାମିଲ ରହିଥିଲେ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories