www.samajalive.in
Sunday, December 14, 2025
26.1 C
Bhubaneswar

ଫଟୋ ଏକ୍ସପୋରେ କନ୍ଧମାଳ ଜିଲା ସାମିଲ୍‌

ଫୁଲବାଣୀ: ଭୁବନେଶ୍ୱର ଠାରେ ଅନୁଷ୍ଠିତ ଫଟୋ ଏକ୍ସପୋ-୨୦୨୨ ପାଓ ପକ୍ଷରୁ କନ୍ଧମାଳ ଜିଲା ବାଲିଗୁଡ଼ା ଅଞ୍ଚଳର ବରିଷ୍ଠ ଫଟୋ ଗ୍ରାଫର ଶଶିଭୂଷଣ ଜେନାଙ୍କୁ ଉଦ୍‌ଯାପନି ଉତ୍ସବରେ ଲାଇଫ୍‌ ଟାଇମ୍‌ ଆଚିଭମେଣ୍ଟରେ ସମ୍ମାନିତ କରଯାଇଛି । ପାଓ କନ୍ଧମାଳ ଜିଲାର ସଭାପତି ରାଜେଶ ପାଣିଗ୍ରାହୀ ଏବଂ ଆବାହକ ଗୋପାଳ ପାତ୍ର , ସୁପୁନ୍‌ ବେହେରା , ସନ୍ତୋଷ ଦଳାଇ , ସୁମିତ ବିନ୍ଧାଣୀ , ରାକେଶ କୁମାର ପାଢୀ , ଅଜିତ୍‌ କୁମାର ମିଶ୍ର , ଆରିଆ ଆଚାରୀ , ରାଜୁ ଶତପଥୀ , ଆଲୋକ ଦିଗାଲ , ବଦଲ ବଗର୍ତ୍ତି ପ୍ରମୁଖ ଯୋଗଦେଇଥିଲେ । ଆଗାମୀ ଦିନରେ ପାଓ କନ୍ଧମାଳ ପକ୍ଷରୁ ବିଭିନ୍ନ କ୍ୟାମେରା କମ୍ପାନୀ କନ୍ଧମାଳ ଶାଖାର ସମସ୍ତ ସଦସ୍ୟଙ୍କୁ କ୍ୟାମେରା ଉପରେ ତାଲିମ୍‌ ଦିଆଯିବ ବୋଲି ରାଜ୍ୟ ସଭାପତି ବୀରେନ୍ଦ୍ର ପଟ୍ଟନାୟକ ସୂଚନା ଦେଇଛନ୍ତି ।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories