www.samajalive.in
Sunday, December 14, 2025
23.1 C
Bhubaneswar

ରେଳରୁ ଖସି ଯବାନ ମୃତ

ପାତ୍ରପୁର: ପାତ୍ରପୁର ବ୍ଳକ ସୁରଙ୍ଗି ପଞ୍ଚାୟତ ସୋଲଭାଗ ପେଣ୍ଠ ଗ୍ରାମର ଜଣେ  ଯବାନ ରେଳରୁ ଖସି ପଡ଼ି ମୃତ୍ୟୁ ବରଣ କରିଥିବା ଜଣା ପଡିଛି। ମୃତf ଯବାନ ତିନି ବର୍ଷ ପୂର୍ବେ ଚାକିରୀରେ ଯୋଗ ଦେଇ ଥିବା ବେଳେ ସେ କଲକାତାରେ କାର୍ଯ୍ୟ କରୁଥିଲେ। ଗତକାଲି ସେ ଗ୍ରାମକୁ ଆସିବା ପାଇଁ ଫୋନ କରିଥିଲେ। ଆଜି ଟ୍ରେନ ଯୋଗେ ଘରକୁ ଆସୁଥିବା ବେଳେ ମାଲଦା ନିକଟରେ ରେଳରୁ ଖସି ମୃତ୍ୟୁ ଘଟିଥିଲା। ସେ ରାମଚନ୍ଦ୍ର ବେହେରାଙ୍କ ବଡ଼ ପୁଅ ବୋଲି ଜଣା ପଡିଛି।  ଆସନ୍ତାକାଲି ତାଙ୍କ ପାର୍ଥିବ ଶରୀର ଗ୍ରାମରେ ପହଞ୍ଚିବ ବୋଲି  ସୂଚନା ମିଳିଛି।

Hot this week

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

Related Articles

Popular Categories