www.samajalive.in
Tuesday, December 9, 2025
15.1 C
Bhubaneswar

ମୃତ ଶିକ୍ଷକଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ 

ପାପଡାହାଣ୍ଡି : ପାପଡାହାଣ୍ଡି ବ୍ଲକ ମାନିଗା ପଞ୍ଚାୟତ ସ୍ଥିତ ଘୁଷୁରାବେଡା ଗ୍ରାମର ଶିକ୍ଷକ ଦୁଷ୍ମନ୍ତ ମାଝୀଙ୍କ ଗତ ଅଗଷ୍ଟ ମାସ ୧୬ରିଖ ଦିନ ଦେହାନ୍ତ ହୋଇଥିଲା । ସେ ମାନିଗା କ୍ଲଷ୍ଟରରେ କାର୍ୟ୍ୟ କରୁଥିଲେ । ସେ ଜଣେ ଅତ୍ୟନ୍ତ ମେଳାପି,ଭଦ୍ର ଓ ଅମାୟିକ ବ୍ୟକ୍ତି ରୂପେ ଶିକ୍ଷକ ମହଲରେ ସୁପରିଚିତ ଥିଲେ । ତାଙ୍କ ମୃତ୍ୟୁରେ ୨୦୦୬ ବ୍ୟାଚର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ସମବେଦନା ପ୍ରକାଶ କରି ତାଙ୍କ ପରିବାରକୁ ୨୯୦୦୦/-ଟଙ୍କା ପ୍ରଦାନ କରିଛନ୍ତି । ଶିକ୍ଷକ ଜଗନ୍ନାଥ ବେହେରା, ପବିତ୍ର ମୋହନ ମାଝୀ,ତୁଷିର ନାୟକ, ଲୋକନାଥ ମେହେର, ଅଜିତ୍ ମଣ୍ଡଳ,ରଇନୁ ମାଝୀ, ସୁରେନ୍ଦ୍ର ମାଝୀ,ପ୍ରୋମଦ କୁମାର ମାଝୀ, ମନୋଜ କୁମାର ମାଝୀ ପ୍ରମୁଖ ଶିକ୍ଷକ ଶୋକସନ୍ତପ୍ତ ପରିବାରଙ୍କୁ ଭେଟି ସମବେଦନା ଜଣେଇଥିଲେ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories