www.samajalive.in
Saturday, December 13, 2025
26.1 C
Bhubaneswar

ସକାଳ ୯ଟା ମୁଖ୍ୟ ଖବର

  • ଭୁବନେଶ୍ୱରରେ ପହଁଚିଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡଃ ମନସୁଖ ମାଣ୍ଡବ୍ୟ
    – ସେ ଭୁବନେଶ୍ୱର ଏମ୍ସକୁ ଯାଇ ଚିକିତ୍ସା ବ୍ୟବସ୍ଥା ତଦାରଖ କରିବା ସହ ଡାକ୍ତରଙ୍କ ସହ ଆଲୋଚନା କରିବେ
    – ଡଃ ମନସୁଖ ମାଣ୍ଡବ୍ୟ ରାଜ୍ୟ ସରକାରଙ୍କ ସହ ମଧ୍ୟ ଆଲୋଚନା କରିବାର ସମ୍ଭାବନା ରହିଛି
  • ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣମୀ, ରତ୍ନବେଦିରୁ ସ୍ନାନବେଦିକୁ ବିଜେ କରିଛନ୍ତି ଶ୍ରୀଜିଉ
    – ସ୍ନାନବେଦିରେ ୧୦୮ ସୁବାସିତ ଗରା ଜଳରେ ସ୍ନାନ କରୁଛନ୍ତି ଶ୍ରୀଜିଉ
  • ଭୁବନେଶ୍ୱର ଅଣାଗଲା ବାହାନଗା ରେଳ ଦୁର୍ଘଟଣାରେ ଚିହ୍ନଟ ହୋଇ ପାରିନଥିବା ୧୬୦ଟି ମୃତଦେହ
    – ଏମ୍ସ ସମେତ ବିଭିନ୍ନ ଡାକ୍ତରଖାନାର ଶବ ସଂରକ୍ଷଣ ଗୃହରେ ରଖାଗଲା ମୃତଦେହ
    – ୪ ଦିନ ମଧ୍ୟରେ ଚିହ୍ନଟ ନ ହୋଇ ପାରିଲେ, ନିୟମାନୁଯାୟୀ ହେବ ଶବଦାହ
  • ବାହାନଗା ରେଳ ଦୁର୍ଘଟଣାରେ ମୃତକଙ୍କ ଚିହ୍ନଟ ସହାୟତା ପାଇଁ ବିଏମସି ଜାରି କଲା ହେଲ୍ପଲାଇନ ନମ୍ବର ୧୯୨୯
  • ବାହାନଗା ରେଳ ଦୁର୍ଘଟଣା ଅପଡେଟ: ମୃତ୍ୟୁ ସଂଖ୍ୟା ୨୯୪କୁ ବୃଦ୍ଧି, ୭୯୩ ଡିସ୍‌ଚାର୍ଜ, ୩୮୨ ଚିକିତ୍ସାଧୀନ, ୨ ଗୁରୁତର
  • କୋରାପୁଟ ବଦଳିଗୁଡ଼ା, ଘାଟଗୁଡ଼ା, ବୁଧାରୀ ଗାଁରେ ଆଇସକ୍ରିମ୍ ଖାଇ ୫୦ରୁ ଅଧିକ ଅସୁସ୍ଥ
  • ବାହାନଗା ରେଳ ଦୁର୍ଘଟଣା, ଘଟଣାସ୍ଥଳରେ ୧୦୦୦ରୁ ଅଧିକ କର୍ମଚାରୀଙ୍କ ସହାୟତାରେ ଚାଲିଛି ପୁନଃରୁଦ୍ଧାର କାମ
    – ରେଳ ଧାରଣାରୁ ଉଠାଗଲା ୨୧ଟି କ୍ଷତିଗ୍ରସ୍ତ କୋଚ୍ ଉଠାଯାଇଛି

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories