www.samajalive.in
Saturday, December 6, 2025
14.1 C
Bhubaneswar

ପାକିସ୍ତାନରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ; ୧୭ ତୀର୍ଥଯାତ୍ରୀ ମୃତ

ବେଲୁଚିସ୍ତାନ : ପାକିସ୍ତାନର ସିଦ୍ଧ ଓ ବେଲୁଚିସ୍ତାନ ପ୍ରାନ୍ତର ସୀମାବର୍ତ୍ତି ଅଞ୍ଚଳରେ ତୀର୍ଥଯାତ୍ରୀ ଯାଉଥିବା ଏକ ବସ୍ ଖାଇକୁ ଖସି ୧୭ ଜଣଙ୍କ ମୃତ୍ୟୁ ଘଟିଛି। ଏହାସହ ପ୍ରାୟ ୩୮ ଜଣ ଆହତ ହୋଇଛନ୍ତି। ଏହି ଦୁର୍ଘଟଣା ବୁଧବାରର ବୋଲି ଜଣାପଡିଛି। ସମସ୍ତ ଶ୍ରଦ୍ଧାଳୁ ବସରେ ବେଲୁଚିସ୍ତାନର ଖୁଜଦର ଜିଲା ଯାଉଥିଲେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି।

ଆଜି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ- ମୁମ୍ବଇ ଇଣ୍ଡିଆନ୍ସ ଟକ୍କର

- Advertisement -

ଏହି ଦୁର୍ଘଟଣା ଯେଉଁ ସ୍ଥାନରେ ଘଟିଥିଲା ତାହା କରାଚି ଠାରୁ ୨୦୦ କିଲୋମିଟର ଦୂର। ଏକ ବୁଲାଣି ନିକଟରେ ବସ୍ ଚାଳକ ଯାନ ଉପରୁ ନିୟନ୍ତ୍ରଣ ହରାଇବା କାରଣରୁ ବସ୍ ଖାଇକୁ ଖସି ପଡିଥିଲା। ଖବର ପାଇ ପୁଲିସ ମୃତାହତଙ୍କୁ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

ମର୍ମନ୍ତୁଦ ; ସ୍କୁଲ ବସ୍ ଓଲଟି ୫ ଛାତ୍ରଛାତ୍ରୀ ମୃତ

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories