ଆଜି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ- ମୁମ୍ବଇ ଇଣ୍ଡିଆନ୍ସ ଟକ୍କର

ମୁମ୍ବଇ : ଆଇପିଏଲ୍ ମହାସମର। ଆଜି ମୁମ୍ବଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ମୁମ୍ବଇ ଇଣ୍ଡିଆନ୍ସ ମୁହାଁମୁହିଁ  ହେବେ। ଦୁଇ ଦଳ ମାତ୍ର ଗୋଟିଏ ଲେଖାଏଁ ମ୍ୟାଚ ଜିତିଥିବାରୁ ବିଜୟ ସହ ସ୍ଥିତିରେ ସୁଧାର ଆଣିବାକୁ ଉଦ୍ୟମ କରିବେ। ମୁମ୍ବଇ ଦଳର ତାରକା ବ୍ୟାଟ୍ସ ମ୍ୟାନ୍ ଭାବେ ରୋହିତ ଶର୍ମା ଓ ବେଙ୍ଗାଲୁରୁରେ ବିରାଟ କୋହଲି ରହିଛନ୍ତି। ଦୁଇ ତାରକାଙ୍କ ଭେଟ ରୋଚକ ମ୍ୟାଚ ହେବା ନେଇ କ୍ରିକେଟପ୍ରେମୀ ଆଶା ରଖିଛନ୍ତି। ହାର୍ଦିକ ପାଣ୍ଡ୍ୟାଙ୍କ … Continue reading ଆଜି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ- ମୁମ୍ବଇ ଇଣ୍ଡିଆନ୍ସ ଟକ୍କର