ମର୍ମନ୍ତୁଦ ; ସ୍କୁଲ ବସ୍ ଓଲଟି ୫ ଛାତ୍ରଛାତ୍ରୀ ମୃତ

ମହେନ୍ଦ୍ରଗଡ : ସ୍କୁଲ ବସ୍ ଓଲଟି ଚାଲିଗଲା ୫ ଜଣ ଛାତ୍ରଛାତ୍ରୀଙ୍କ ଜୀବନ। ହରିୟାଣାର ମନ୍ଦ୍ରେଗଡର କନୀନାର ଗାଁ ନିକଟରେ ଗୁରୁବାର ଏକ ସ୍କୁଲ ବସ୍ ଓଲଟି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୫ ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଗୁରୁତର ହୋଇଛନ୍ତି। ଗୋପ-କୋଣାର୍କରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ; ଜଣେ ମୃତ, ୨ ଗୁରୁତର ଖବର ପାଇବା ମାତ୍ରେ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ମୃତାହତଙ୍କୁ … Continue reading ମର୍ମନ୍ତୁଦ ; ସ୍କୁଲ ବସ୍ ଓଲଟି ୫ ଛାତ୍ରଛାତ୍ରୀ ମୃତ