ଜମ୍ମୁ କାଶ୍ମୀର : ରାଜ୍ୟପାଳ ଶାସନ ନେଇ ପାକିସ୍ତାନର ପତିକ୍ରିୟା

0

ନୂଆଦିଲ୍ଲୀ : ଜମ୍ମୁ କାଶ୍ମୀରରେ ଲାଗୁ ହୋଇଥିବା ରାଜ୍ୟପାଳ ଶାସନ ଉପରେ ପାକିସ୍ତାନ ପ୍ରଥମଥର ପାଇଁ ନିଜର ପତିକ୍ରିୟା ପ୍ରକାଶ କରିଛି। ପାକିସ୍ତାନ ସରକାରଙ୍କ ତରଫରୁ ଏନେଇ ବୟାନ ଜାରୀ କରାଯିବା ସହ ଜମ୍ମୁ କାଶ୍ମୀରରେ ରାଜ୍ୟପାଳ ଶାସନ ଜାରୀ କରିବା ଭାରତ ସରକାରଙ୍କ ଏକ ସୁଚିନ୍ତିତ ଯୋଜନା ବୋଲି ପାକିସ୍ତାନ ସରକାର ଅଭିଯୋଗ କରିଛନ୍ତି। କାଶ୍ମୀର ଘଟୁଥିବା ବିଭିନ୍ନ ଘଟଣା ଉପରେ ପାକିସ୍ତାନ ସବୁବେଳେ ନଜର ରଖିଥିବା କଥା କହିଛି। ଏହା ସହିତ ସାମ୍ବାଦିକ ସୁଜାତା ବୁଖାରୀଙ୍କ ହତ୍ୟାକାଣ୍ଡ ନେଇ ପାକିସ୍ତାନ ପକ୍ଷରୁ ଭାରତ ଉପରେ ଦୋଶାରପ କରାଯାଇଛି।

kalyan agarbati
Leave A Reply