www.samajalive.in
Sunday, December 14, 2025
19.1 C
Bhubaneswar

ପଞ୍ଜାବ ଆନ୍ତର୍ଜାତିକ ନିୟନ୍ତ୍ରଣ ସୀମାରେଖା ନିକଟରେ ପାକିସ୍ତାନୀ ଡ୍ରୋନ୍, ଅସ୍ତ୍ରଶସ୍ତ୍ର ଜବତ

ଡେସ୍କ: ଆଭ୍ୟନ୍ତରୀଣ ଅବସ୍ଥା ଅସମ୍ଭାଳ, ଆର୍ଥିକ ପରିସ୍ଥିତି ରସାତଳକୁ ଗଲାଣି ତଥାପି ପାକିସ୍ତାନର ସଂତ୍ରାସବାଦୀ କାର୍ଯ୍ୟକଳାପରେ କୌଣସି ପରିବର୍ତ୍ତନ ହେଉନାହିଁ। ଗତକାଲି ପଞ୍ଜାବ ନିକଟବର୍ତ୍ତୀ ଆନ୍ତର୍ଜାତିକ ନିୟନ୍ତ୍ରଣ ସୀମାରେଖା ନିକଟରେ ପାକିସ୍ତାନର ଏକ ଡ୍ରୋନ୍ ଓ ସେଥିରେ ଥିବା ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ସୀମା ସୁରକ୍ଷା ବଳ ଏହି ଡ୍ରୋନକୁ ସଫଳତାର ସହ ଖସାଇବା ସହ ଗୁଳି ଓ ବନ୍ଧୁକ ଜବତ କରିଛି।

ସୂଚନା ଅନୁଯାୟୀ, ଶୁକ୍ରବାର ସକାଳ ୨.୩୨ ମିନିଟରେ ଭାରତ-ପାକିସ୍ତାନ ସୀମାରେଖା ନିକଟବର୍ତ୍ତୀ ଗୁରୁଦାସପୁର ମେଲଟା ଅଂଚଳରେ ପାକିସ୍ତାନ ପଟୁ ଅନୁପ୍ରବେଶ କରୁଥିବା ଡ୍ରୋନ୍ ଠାବ କରାଯାଇଥିଲା। ଏଥିରେ ୫ଟି ବନ୍ଧୁକ, ୧୦ଟି ମାଗାଜିନ, ୯ ମିମି ବିଶିଷ୍ଟ ୭୧ ରାଉଣ୍ଡ ଗୁଳି ରହିଥିଲା।

Hot this week

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

Related Articles

Popular Categories