www.samajalive.in
Monday, December 15, 2025
15.1 C
Bhubaneswar

ଓଏନ୍‍ଜିସିର ୧୩ ଅଧିକାରୀଙ୍କ ନାମରେ ମାମଲା

ନୂଆଦିଲ୍ଲୀ: ୮୦ କୋଟି ଟଙ୍କାର ଦୁର୍ନୀତି ମାମଲାରେ ଓଏନ୍‍ଜିସିର ୧୩ ଜଣ ବରିଷ୍ଠ ଅଧିକାରୀଙ୍କ ବିରୋଧରେ ସିବିଆଇ ମାମଲା ରୁଜୁ କରିଛି। ସେମାନଙ୍କ ମଧ୍ୟରେ କେତେଜଣ ଅବସରପ୍ରାପ୍ତ ବରିଷ୍ଠ ଅଧିକାରୀ ଅଛନ୍ତି। ସମ୍ପୃକ୍ତି ଅଧିକାରୀମାନେ ୨୦୧୪ରେ ବେଆଇନ୍‍ ଭାବେ ଦୀପ୍‍ ଇଣ୍ଡଷ୍ଟ୍ରି ଲିମିଟେଡ୍‍ ନାମକ ଏକ ଘରୋଇ ସଂସ୍ଥାକୁ ଆନ୍ଧ୍ରପ୍ରଦେଶର ରାଜମହେନ୍ଦ୍ରିଠାରେ ଗ୍ୟାସ୍‍ ୟୁନିଟ୍‍ ସ୍ଥାପନା ପାଇଁ ଅନୁମତି ଦେଇଥିବା ଅଭିଯୋଗ ଆସିଥିଲା। ସିବିଆଇ ଦ୍ୱାରା ପ୍ରସ୍ତୁତ ଅଭିଯୁକ୍ତ ତାଲିକାରେ ଓଏନ୍‍ଜିସିର ପୂର୍ବତନ ନିର୍ବାହୀ ନିର୍ଦେଶକ ଡି ଜି ସାନ୍ୟାଲ୍‍, ପୂର୍ବତନ ନିର୍ଦେଶକ ଅଶୋକ ବର୍ମା, ପୂର୍ବତନ ମହାପ୍ରବନ୍ଧକ ଅରୁପ ରତନ ଦାସ୍‍ଙ୍କ ନାମ ଥିବା ଜଣାପଡ଼ିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories