www.samajalive.in
Monday, December 15, 2025
17.1 C
Bhubaneswar

ଭାରତର ଗୋଟିଏ ମିଗ୍‌ ବିମାନ  ଦୁର୍ଘଟଣାଗ୍ରସ୍ତ ହୋଇଛି , ପାଇଲଟ ନିଖୋଜ:  ବିଦେଶ ମନ୍ତ୍ରାଳୟ

ନୂଆଦିଲ୍ଲୀ ..-  ପାକିସ୍ତାନର ଯୁଦ୍ଧ ବିମାନ ଅନୁପ୍ରବେଶ କରିବା ପାଇଁ ଉଦ୍ୟମ କରୁଥିବା ବେଳେ ଏହାକୁ ତଡିବାକୁ ଯାଇ ଗୋଟିଏ ମିଗ୍‌ ବିମାନ  ଦୁର୍ଘଟଣାଗ୍ରସ୍ତ ହୋଇଥିବା ଭାରତର ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ଏହାର ପାଇଲଟ ନିଖୋଜ ଅଛନ୍ତି । ପାକିସ୍ତାନ ତାଙ୍କୁ ଧରିଥିବା କଥା ଦାବି କରୁଛି ବୋଲି  ସୂଚନା ମିଳିଥିବା କଥା ବିଦେଶମନ୍ତ୍ରାଳୟର ପ୍ରବକ୍ତା ରବୀଶ କୁମାର କହିଛନ୍ତି ।

ଭାରତର ମିଗ୍‌-୨୧ ବିମାନ  ଦୁର୍ଘଟଣାଗ୍ରସ୍ତ ହୋଇଥିବା କଥା ବିଦେଶମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ବେଦଶମନ୍ତ୍ରାଳୟର ଏହି ପ୍ରେସମିଟରେ ବିଦେଶମନ୍ତ୍ରାଳୟ ରବୀଶକୁମାରଙ୍କ ସହ ଏୟାର ଭାଇସମାର୍ଶାଲ ଆର୍‌.ଜେକେ କାପୁର ଉପସ୍ଥିତ ଥିଲେ ।

- Advertisement -

ପୂର୍ବରୁ ପାକିସ୍ତାନ ପକ୍ଷରୁ ଭାରତର ଦୁଇଟି ଯୁଦ୍ଧ ବିମାନ ଖସାଇବା ସହ ଦୁଇଜଣ ପାଇଲଟଙ୍କୁ ଗିରଫ କରାଯାଇଥିବା ଦାବି କରାଯାଇଥିଲା ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories