www.samajalive.in
Sunday, December 14, 2025
17.1 C
Bhubaneswar

ରିଲ୍ କରିବା ସମୟରେ ଟ୍ରେନ୍ ଧକ୍କା, ଯୁବକ ମୃତ

ବୁଲଢାଣା, ୩୧ା୧୦: ମହାରାଷ୍ଟ୍ର ବୁଲଢାଣା ଜିଲାରେ ସାମାଜିକ ଗଣମାଧ୍ୟମରେ ରିଲ୍ କରିବା ସମୟରେ ଜଣେ ଯୁବକ ଟ୍ରେନ୍ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ଶୋଗାଓ ଆଲସନା ଗାଁ ନିକଟରେ ଏହି ଅଘଟଣ ଘଟିଛି। ମୃତ ଯୁବକ ମହମ୍ମଦ ନଦୀମ(୨୮)ବୋଲି ଜଣାପଡିଛି। ନଦୀମ ଓ ତାଙ୍କ ବନ୍ଧୁ ଚଳନ୍ତା ଟ୍ରେନ୍ ସାମ୍ନାରେ ଭିଡିଓ କରିବା ସମୟରେ ଟ୍ରେନ୍ ଉଭୟଙ୍କୁ ଧକ୍କା ଦେଇଥିଲା। ମହମ୍ମଦଙ୍କ ବନ୍ଧୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ପୁଲିସ ସୂଚନା ଅନୁସାରେ ଉଭୟ ବନ୍ଧୁ ଆଲସନା ଗାଁକୁ ଏକ ବିବାହ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଆସିଥିବା ସମୟରେ ରେଳ ଧାରଣାରେ ଭିଡିଓ କରିବାକୁ ଯାଇଥିଲେ। ଏହି ସମୟରେ ଅଚାନକ ଟ୍ରେନ୍ ଆସିଯିବାରୁ ଅଘଟଣ ଘଟିଗଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories