www.samajalive.in
Saturday, December 6, 2025
16.1 C
Bhubaneswar

ଦାର୍ଜିଲିଂରେ ଚମକିଲେ କେନ୍ଦୁଝରର ଝିଅ

ପାଟଣା : କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅଞ୍ଚଳ ପିପିଳିଆ ଗ୍ରାମର ଆଖଣ୍ଡଳମଣି ମହାପାତ୍ର ଓ ମୌସୁମୀ ମହାପାତ୍ରଙ୍କ ଝିଅ ନୃତ୍ୟ ଶିଳ୍ପୀ ଋଷିକା ମହାପାତ୍ର ଦାର୍ଜିଲିଂର ଗୋର୍ଖା ରଙ୍ଗମଞ୍ଚ ଭବନଠାରେ ଅନୁଷ୍ଠିତ ନୃତ୍ୟ ରତ୍ନାକର ଫେଷ୍ଟିଭାଲ ଆୱାଡ କାର୍ଯକ୍ରମରେ ଓଡିଶୀ ନୃତ୍ୟ ପରିବେଷଣ କରି ଦେଖଣାହାରୀଙ୍କୁ ମନ୍ତ୍ରମୁଗ୍ଧ କରିଛନ୍ତି । ଆୟୋଜକ ମାନଙ୍କ ପକ୍ଷରୁ ଋଷିକାଙ୍କୁ ଅଙ୍ଗ ବସ୍ତ୍ର, ମାନପତ୍ର, ପୁଷ୍ପଗୁଚ୍ଛ ଓ ପ୍ରଶଂସା ଫଳକ ପ୍ରଦାନ କରାଯାଇଛି । ନିଜ ମାଆ ମୌସୁମୀଙ୍କ ସହ ଦାର୍ଜିଲିଂ ଯାତ୍ରା ଶେଷ କରି ଆଜି ସନ୍ଧ୍ୟାରେ ସେ ଦାର୍ଜିଲିଂ ଛାଡୁଥିବା ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ ନୃତ୍ୟରେ ରୁଚି ରଖୁଥିବା ଋଷିକା କେନ୍ଦୁଝରର ଓମ ସାଇ ଡ୍ୟାନ୍ସ ଏକାଡେମୀରୁ ନୃତ୍ୟ ଶିକ୍ଷା ଲାଭ କରିଛନ୍ତି।

ବିଳମ୍ବିତ ରାତିରେ ଧାନ ଗୋଦାମରୁ ଚୋରି

Hot this week

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

Related Articles

Popular Categories