ବିଳମ୍ବିତ ରାତିରେ ଧାନ ଗୋଦାମରୁ ଚୋରି
ପାଟଣା : ପାଟଣା ବଜାର ମୁଖ୍ୟାଳୟ ସାଧୁପଡା ଛକରେ ଥିବା ଅରବିନ୍ଦ ଦାଶଙ୍କ ଧାନ ଗୋଦାମରୁ ଗତକାଲି ବିଳମ୍ବିତ ରାତିରେ ଚୋରି ହୋଇଯାଇଛି । ଆଜବେଷ୍ଟସ ତାଡ଼ି ଦୋକାନ ଘର ଭିତରେ ଚୋର ପଶି ନଗଦ ୨୦ ହଜାର ଟଙ୍କା ନେଇଥିବା ଅରବିନ୍ଦ ଦାଶ ପାଟଣା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଘଟଣାର ଅଭିଯୋଗ ପାଇ ପାଟଣା ଥାନା ଅଧିକାରୀ ମାନସ କୁମାର ମହାକୁଳ , ଏସ ଆଇ ଲକ୍ଷ୍ମଣ ମାଝୀ ଘଟଣାସ୍ଥଳରେ ପହଞ୍ଚି ସିସିଟିଭି … Continue reading ବିଳମ୍ବିତ ରାତିରେ ଧାନ ଗୋଦାମରୁ ଚୋରି
Copy and paste this URL into your WordPress site to embed
Copy and paste this code into your site to embed