ଗଂଜେଇ ଜବତ, ୫ ଫେରାର

ଫୁଲବାଣୀ: ଫୁଲବାଣୀ ସଦର ଥାନା ପୁଲିସ୍ ଏକ ବିଶ୍ଵସ୍ଥ ସୂତ୍ରରୁ ଖବର ପାଇ ବାତକ୍ଷପଡ଼କ୍ଷ- ବିଶିପଡ଼କ୍ଷ ରାସ୍ତା ଜଙ୍ଗଲରେ ଚଢ଼ାଉ କରି ୨୩୨ କିଲୋ ଗଞ୍ଜେଇ ଧରିବାକୁ ସକ୍ଷମ ହୋଇଛି। ଘଂଚ ଜଂଗଲର ସୁଯୋଗ ନେଇ ୫ ଜଣ ଆସାମୀ ଘଟଣାସ୍ଥଳରୁ ଖସି ଯାଇଛନ୍ତି। ଏ ସଂକ୍ରାନ୍ତରେ ସଦର ଥାନାରେ ମାମଲା ରୁଜ୍ଜୁ ହୋଇଛି ।

Comments are closed.