www.samajalive.in
Sunday, December 14, 2025
19.1 C
Bhubaneswar

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଚର୍ଚ୍ଚିକା ଶାଖା ପକ୍ଷରୁ ଗୁରୁ ଦକ୍ଷିଣା ଉତ୍ସବ

କଳାପଥର (ବାଙ୍କୀ): ଆଜି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଚର୍ଚ୍ଚିକା ଶାଖା ତରଫରୁ ବାଙ୍କୀ ପ୍ରେସକ୍ଲବ ଠାରେ ଗୁରୁ ପୂର୍ଣ୍ଣିମା ଉପଲକ୍ଷେ ଗୁରୁ ଦକ୍ଷିଣା ଉତ୍ସବ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପ୍ରଭାତ ଶାଖା ମୁଖ୍ୟ ସଭାକାନ୍ତ ସାହୁ, ପ୍ରସନ୍ନ ପଣ୍ଡା, ସେବା ପ୍ରମୁଖ ଗୋପୀନାଥ ମହାପାତ୍ର, ଖଣ୍ଡ କାର୍ଯ୍ୟକାରୀ ପ୍ରିତମ ମହାପାତ୍ର, ଯୋଗଗୁରୁ ପ୍ରସନ୍ନ ପଣ୍ଡା ପ୍ରମୁଖ ଯୋଗଦେଇ ଗୁରୁପୂର୍ଣ୍ଣିମା ଉପରେ ବହୁ ତଥ୍ୟ ପ୍ରଦାନ କରିଥିଲେ। ଏଥିରେ ସଭ୍ୟ ବିଜୟ ବାରିକ, ଉତ୍କଳ ମନ୍ତ୍ରୀ, ସମରେନ୍ଦ୍ର ମହାପାତ୍ର, ସୋମନାଥ ସାହୁ, ରମାକାନ୍ତ ଭଞ୍ଜ, ସର୍ବେଶ୍ୱର ନାୟକ, ବିଜୟ ସାହୁ, ଭିକାରୀ ଚରଣ ମିଶ୍ର, ପ୍ରେମାନନ୍ଦ ବାରିକ, ବିଜୟ ମହାନ୍ତି, ବାବୁ ମିଶ୍ର, ସୋମନାଥ ସାହୁ ପ୍ରଭୃତି ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

Hot this week

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

Related Articles

Popular Categories