www.samajalive.in
Monday, December 15, 2025
24.1 C
Bhubaneswar

ଜି ଉଦୟଗିରି ବନାଞ୍ଚଳରେ ହାତୀ ଗଣନା ଆରମ୍ଭ

ଜି ଉଦୟଗିରି: ସ୍ଥାନୀୟ ବନାଞ୍ଚଳ ଅନ୍ତର୍ଗତ କଳିଙ୍ଗା ସେକ୍ସନର କୂର୍ମୀଙ୍ଗିଆ ଅଞ୍ଚଳର ରେତୁଡ଼ି ଅଞ୍ଚଳରେ ଉତ୍ତର ଘୁମୁସର ବନଖଣ୍ଡରୁ ୧୮ଟିକିଆ ହାତୀପଲ ଏକ ସପ୍ତାହ ଧରି ଉପସ୍ଥିତ ଜାହିର୍ କରିଥିବା ବେଳେ ମାତ୍ରାଧିକ ଗରମ ଓ ଆମ୍ବ, ପଣସ, କଦଳୀ ଆଦି ପ୍ରଚୁର ପରିମାଣରେ ମିଳୁଥିବା ଓ ଉତ୍ତର ଘୁମୁସର ବନଖଣ୍ଡ ଓ ଫୁଲବାଣୀ ବନଖଣ୍ଡର ବୋର୍ଡର ଏରିଆ ହେଉଥିବାରୁ ଗଲାବର୍ଷ ଠାରୁ ପ୍ରଚୁର ଗରମ ଓ ଖାଦ୍ୟ ମିଳୁଥିବା ହେତୁ ସେମାନେ ବର୍ତମାନ ଫୁଲବାଣୀ ବନଖଣ୍ଡ ମୁହାଁ ହେଉଛନ୍ତି। ତେବେ ଉକ୍ତ ୧୮ଟିକିଆ ହାତୀପଲରେ ୩ ଦନ୍ତା,୧୦ ମାଇ, ଓ ୫ ଶାବକ ଥିବା ବନପାଳ ରଶ୍ମିତା ବକ୍ସି ସୂଚନା ଦେଇଛନ୍ତି।

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories