www.samajalive.in
Sunday, December 14, 2025
19.1 C
Bhubaneswar

ନାରୀଶକ୍ତି ବନ୍ଦନ ସମାବେଶ କଲେ ବିଜେପି ପ୍ରାର୍ଥୀ

ପାଟଣା: ପାଟଣା ନିର୍ବାଚନ ମଣ୍ଡଳୀ ଭାଜପା ପକ୍ଷରୁ ଆଜି ବିଧାୟକ ପ୍ରାର୍ଥୀ ଅଖିଳ ଚନ୍ଦ୍ର ନାଏକଙ୍କ ଦ୍ଵାରା ନାରୀଶକ୍ତି ବନ୍ଦନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ସାହରପଡା ବ୍ଲକର ମଲ୍ହାରପଦା ,ଘୋଳକୁଣ୍ଡ, ପୁରୁଣାପଣି, ମେଦିନିପୁର, ଖଜୁରିଡିହା ଆଦି ଗ୍ରାମରେ ଅନୁଷ୍ଠିତ ସମାବେଶରେ ଜିଲ୍ଲା ପ୍ରଭାରୀ ବାଦଲ ବେହେରା ସଂଯୋଜକ ସୁଦର୍ଶନ ମହାନ୍ତ, ପୂର୍ବତନ ସାହରପଡା ବ୍ଲକ ଅଧ୍ୟକ୍ଷ ଗୌତମ ନାଏକ, ଦଳୀୟ ନେତା ଦୀପୁ ଖଟୁଆ, ଜିଲ୍ଲା ସମ୍ପାଦିକା ସୋମବାରି ମୁଣ୍ଡା ପୂର୍ବତନ ସରପଞ୍ଚ ଶିବାନୀ ଚାମ୍ପିଆ ପ୍ରମୁଖ ଅନ୍ୟମାନେ ଯୋଗ ଦେଇ ଉପସ୍ଥିତ ଜନତାଙ୍କୁ ମୋଦୀ ସରକାରଙ୍କ ଜନହିତକାରୀ ଯୋଜନାର ଫାଇଦା ଓ ଦଳୀୟ ଇସ୍ତାହାର ସମ୍ପର୍କରେ ସୂଚନା ଦେଇଥିଲେ।

Hot this week

ମାଲକାନଗିରି ହିଂସା:୧୨ ଗିରଫ

ସମାଜ ଲାଇଭ ଡ଼େସ୍କ:ମହିଳା ମୃତ୍ୟୁକୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

Related Articles

Popular Categories