bjd  ek lkhya koti banner

ବିଜେପିର ନର୍ଲା ବିଧାନସଭା କ୍ଷେତ୍ର କାର୍ଯ୍ୟକର୍ତ୍ତା ସମ୍ମିଳନୀ

mission shakti banner

ନର୍ଲା: ମ.ରାମପୁରସ୍ଥ ଯୁରାଡୁବରା ଶାନ୍ତିବନ ଠାରେ ବିଜେପି ପକ୍ଷରୁ ଆଗାମୀ ନିର୍ବାଚନକୁ ନେଇ ଏକ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କଳାହାଣ୍ଡି ସାଂସଦ ପ୍ରାର୍ଥି ମାଳବିକା କେଶରୀ ଦେଓ, ଜିଲ୍ଲା ସଭାପତି ଆର୍ତ୍ତତ୍ରାଣ ମହାପାତ୍ର, ନର୍ଲା ବିଧାୟକ ପ୍ରାଥୀ ଅନିରୁଦ୍ଧ ପଧାନ ସହ ବିଜେପିର ବହୁ ବରିଷ୍ଠ ନେତୃତ୍ୱ ଉପସ୍ଥିତ ରହି କର୍ମୀ ମାନଙ୍କୁ କିପରି ରାଜ୍ୟ ଓ କେନ୍ଦ୍ରରେ ବିଜେପି ସରକାର ଗଢ଼ିବ ସେନେଇ ଆଲୋଚନା ହୋଇଥିଲା।

Comments are closed.