www.samajalive.in
Monday, December 8, 2025
27.1 C
Bhubaneswar

ମିଶନ ଶକ୍ତି ପକ୍ଷରୁ ଏକ ଦିବସୀୟ ସମନ୍ୱିତ ମତ୍ସ୍ୟ ଚାଷ ତାଲିମ

ରେଙ୍ଗାଲିକ୍ୟାମ୍ପ: ଅତାବିରା ବ୍ଲକ ମିଶନ ଶକ୍ତି ପକ୍ଷରୁ ଆଜି କେତେକ ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ନେଇ ଏକ ଏକଦିବସୀୟ ମାଛ ଚାଷ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ବ୍ଲକ ମତ୍ସ୍ୟ ଅଧିକାରୀ ବି ଏନ୍ ରାଉତ, ଝାରବନ୍ଧର ମତ୍ସ୍ୟ ଅଧିକାରୀ ସମୀର ଚାନ୍ଦ, ବି ପି ସି ମିଶନ ଶକ୍ତି ଅଲିଭା ପତି ପ୍ରମୁଖ ଏହି ତାଲିମ ପରିଚାଳନା କରିଥିଲେ। ଏହି ଅବସରରେ ଲାଦରପାଲିର ଜଣେ ସଫଳ ମାଛ ଚାଷୀ ଦୁଃଖିଶ୍ୟାମ ସାହୁଙ୍କ ସହ ମାଛ ଚାଷ ଉପରେ ଆଲୋଚନା କରାଯାଇ ତାଙ୍କର ସମନ୍ୱିତ ମତ୍ସ୍ୟ ଚାଷ ପ୍ରଣାଳୀ ବିଷୟରେ ଅନେକ ତଥ୍ୟ ସଂଗ୍ରହ କରାଯାଇଥିଲା।

Hot this week

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

Related Articles

Popular Categories