ରେଙ୍ଗାଲି : ଏନ୍.ଏଲ୍.ସି କମ୍ପାନୀ ପକ୍ଷରୁ ଖିଣ୍ଡା ଗ୍ରାମ ପଞ୍ଚାୟତରେ ଆୟୋଜିତ ସାମାଜିକ ସୁରକ୍ଷା ଯୋଜନାରେ କାର୍ଯ୍ୟକ୍ରମରେ ୬୩୦ ଜଣ ଅସହାୟ ଗରିବ ଲୋକ ଏବଂ ଶାରରିକ ଅକ୍ଷମ ଲୋକଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା। କମ୍ପାନୀର ଜେନେରାଲ ମ୍ୟାନେଜର (ସିଭିଲ) ଏସ୍.ସତ୍ୟ ପ୍ରକାଶ, ମନାବ ସମ୍ବଳ ବିଭାଗ ମୁଖ୍ୟ ପ୍ରବନ୍ଧକ ସୁବ୍ରତ ବିଶ୍ୱାଲ,ମାନବ ସମ୍ବଳ ବିଭାଗ ଡେପୁଟି ମ୍ୟାନେଜର ପ୍ରତାପ ମହାରଣା, ଖିଣ୍ଡା ସରପଞ୍ଚ ନୀଳାବତୀ ଓରାମ ଏବଂ ଅକ୍ଷୟ ଶତପଥି ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ କମ୍ବଳ ବଣ୍ଟନ କରିଥିଲେ।
Popular Categories



