www.samajalive.in
Sunday, December 7, 2025
23.1 C
Bhubaneswar

କିଶୋର-ଶ୍ରୀକାନ୍ତ ସ୍ମାରକି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ; ବାଳିଜଙ୍ଘା ଚମ୍ପିଆନ୍

ରେଙ୍ଗାଲି : ରେଙ୍ଗାଲି ବ୍ଳକ୍ ର କୁର୍ଲା ଖେଳ ପଡିଆ ରେ ଚାଲିଥିବା କିଶୋର-ଶ୍ରୀକାନ୍ତ ସ୍ମାରକିକ୍ରକେଟ୍ ଟୁର୍ଣାମେଣ୍ଟ ଆଜି ଉଦ୍‌ଯାପିତ ହୋଇଯାଇଛି। ଫାଇନାଲ୍ ରେ  ବାରିକପାଲି ଦଳ କୁ ପରାସ୍ତ କରି ବାଳିଜଙ୍ଘା ଦଳ ଚମ୍ପିଆନ୍ ଅଖ୍ୟା ଅର୍ଜନ କରିଛି। ଖେଳ ଶେଷ ରେ ଆୟୋଜିତ ଟ୍ରଫି ପ୍ରଦାନ ଉତ୍ସବ ରେ ବିଜେଡି ନେତା ମହେନ୍ଦ୍ର ଓରାମ, ବ୍ଳକ୍ ବିଜେଡି ସଭାପତି ଅଶୋକ ଗୁରୁ, ପୂର୍ବତନ ସଭାପତି ନାରାୟଣ ଶର୍ମା, ଯୁବ ବିଜେଡି ବ୍ଳକ୍ ସଭାପତି ଦୟାନିଧି ଭଇଁସାଲ,ଜିଲ୍ଲା ଛାତ୍ର ବିଜେଡି ଉପ-ସଭାପତି ଟିଙ୍କୁ ନାୟକ, ସନ୍ଦିପ ଶର୍ମା,ବ୍ଳକ୍  ଛାତ୍ର ଜନତା ଦଳ ଉପସଭାପତି ସନ୍ଦିପ ଶର୍ମା ରୋଶନ ପ୍ରଧାନ ଅତିଥି ରୂପେ ଯୋଗ ଦେଇ ଉଭୟ ଦଳ କୁ ଟ୍ରଫି ଏବଂ ପୁରସ୍କାର ପ୍ରଦାନ କରିଥିଲେ। ପବିତ୍ର ଛତର ଏବଂ ସୁମନ୍ତ  ଅମ୍ପାୟାର ଦାୟିତ୍ୱ ତୁଲାଇ ଖେଳ ପରିଚାଳନା କରିଥିଲେ।  ଆୟୋଜନ କମିଟୀ ର ରଞ୍ଜନ ବାରିକ,ଈଶ୍ୱର ବାରିକ ,ଟୁନା ,ଲମ୍ବୋଦର, ସରୋଜ, ରିଙ୍କୁ, ବାବୁଲୁ, ରୋହିତ, ଅନିଳ, ପଦ୍ମନ, ରାଜା, ରୋହିତ ପ୍ରମୁଖ କର୍ମକର୍ତ୍ତା ମାନେ ଟୁର୍ଣାମେଣ୍ଟ ପରିଚାଳନା ରେ ମୁଖ୍ୟ ଦାୟିତ୍ୱ ତୁଲାଇ ଥିଲେ।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories