www.samajalive.in
Sunday, December 14, 2025
17.1 C
Bhubaneswar

ସକାଳ ୯ଟା – ମୁଖ୍ୟ ଖବର

(୧) ଆଜି ପାଳିତ ହେଉଛି ୯୧ ତମ ବାୟୁସେନା ଦିବସ
– ୯୧ ତମ ବାୟୁସେନା ଦିବସ ଅବସରରେ ନୂଆ ପ୍ରତୀକ ଉନ୍ମୋଚନ କରିବେ ବାୟୁସେନା ମୁଖ୍ୟ
(୨) ମୋହନା ଚାନ୍ଦିପୁଟ ହାଟପଦାରେ ଦୁର୍ବୃତ୍ତ ଜାଳିଦେଲେ ୩ଟି ଗାଡ଼ି, ଥାନାରେ ଅଭିଯୋଗ ସୂଚନା
(୩) ବେଙ୍ଗାଲୁରୁରେ ଏକ ବାଣ ଗୋଦାମରେ ଅଗ୍ନିକାଣ୍ଡ ଘଟି ୧୨ ମୃତ
(୪) ବାଲେଶ୍ୱର ସହରରେ ଆଜି ସକାଳୁ ଚାଲିଛି ପଥ ଉତ୍ସବ ‘ରାହାଗିରି’
– ସାଇବର ସୁରକ୍ଷା ନେଇ ସଚେତନ କରାଉଛନ୍ତି ଛାତ୍ରଛାତ୍ରୀ
(୫) ହମାସର ଇସ୍ରାଏଲ ଉପରେ ଆକ୍ରମଣକୁ ଦୃଢ଼ ନିନ୍ଦା କରିଛନ୍ତି ଭାରତ, ଆମେରିକା, ଫ୍ରାନ୍ସ, ଇଂଲଣ୍ଡ ଓ କାନାଡ଼ା
(୬) ଇସ୍ରାଏଲର ଯୁଦ୍ଧ ଘୋଷଣା ପରେ ଉଭୟ ଦେଶରେ ରହୁଥିବା ଭାରତୀୟଙ୍କୁ ସତର୍କ କରାଇଲା ଭାରତ
– ଘରୁ ନ ବାହାରିବାକୁ ପରାମର୍ଶ
(୭) ଇସ୍ରାଏଲ ଉପରେ ଆତଙ୍କବାଦୀ ଆକ୍ରମଣରେ ମୃତ୍ୟୁସଂଖ୍ୟା ୩୦୦କୁ ବୃଦ୍ଧି, ୧୫୦୦ ଆହତ
(୮) ବିଶ୍ୱକପ କ୍ରିକେଟ – ଶ୍ରୀଲଙ୍କାକୁ ୧୦୨ ରନରେ ହରାଇଲା ଦକ୍ଷିଣ ଆଫ୍ରିକା
(୯) ବାଲେଶ୍ୱର ୧୬ନଂ ଜାତୀୟ ରାଜପଥ କଲେଜ ଛକ ନିକଟରେ ରାସ୍ତାରେ ଛିଡ଼ା ହୋଇଥିବା ଟ୍ରକ୍‌କୁ ପଛରୁ ପିଟିଲା ତୀର୍ଥଯାତ୍ରୀ ବସ
– ୨୧ ଆହତ, ବସ୍‌ ଡ୍ରାଇଭର ଗୁରୁତର
– ନେପାଳର ବଙ୍କେ ଅଞ୍ଚଳରୁ ୬୦ ଜଣ ତୀର୍ଥଯାତ୍ରୀଙ୍କୁ ନେଇ ପୁରୀ ଆସୁଥିଲା ବସ୍‌
(୧୦) ଅନୁଗୁଳ ପାଳଲହଡ଼ା ମୁକ୍ତାପୁର ଛକରେ ମର୍ଣ୍ଣିଂ ୱାକ୍ ବେଳେ ଚଢ଼ିଗଲା ଗାଡ଼ି
– ଜଣ କଲେଜ ଛାତ୍ର ମୃତ
(୧୧) ବଲାଙ୍ଗିର ପାଟଣାଗଡ଼ ଗେଡ଼ାବାଞ୍ଜି ଛକ ରାସ୍ତାରେ ମର୍ଣ୍ଣିଂ ୱାକ୍ ବେଳେ ଚଢ଼ିଗଲା ଭ୍ୟାନ୍, ଜଣେ ମୃତ
(୧୨) ଆଜି ବିଶ୍ୱକପ୍‌ କ୍ରିକେଟ୍‌ରେ ପଡିଆକୁ ଓହ୍ଲାଇବ ଭାରତ
– ଚେନ୍ନାଇ ଚିଦାମ୍ବରମ୍‌ ଷ୍ଟାଡିୟମରେ ଅଷ୍ଟ୍ରେଲିଆ ସହ ମୁକାବିଲା
(୧୩) ସୁନ୍ଦରଗଡ଼ରେ ଆଉ ୧୨ ସ୍କ୍ରବ୍‌ ଟାଇଫସ୍‌ ଆକ୍ରାନ୍ତ ଚିହ୍ନଟ
– ମୋଟ ଆକ୍ରାନ୍ତ ସଂଖ୍ୟା ୩୭୩କୁ ବୃଦ୍ଧି
(୧୪) ଏସୀୟ କ୍ରୀଡ଼ାରେ ରୌପ୍ୟ ପଦକ ହାସଲ କରିଥିବା କିଶୋର ଜେନାଙ୍କୁ ନୂଆଦିଲ୍ଲୀରେ ଭେଟି ଅଭିନନ୍ଦନ ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories