www.samajalive.in
Monday, December 8, 2025
14.1 C
Bhubaneswar

ସନ୍ଧ୍ୟା ୫ଟା- ମୁଖ୍ୟ ଖବର

– ବରିଷ୍ଠ ଅଭିନେତା ଦିଲ୍ଲୀପ କୁମାର ଅସୁସ୍ଥ

– ଗତ ୨୪ ଦିନ ହେଲା ସଂକ୍ରମିତଙ୍କଠାରୁ ଅଧିକ ସଂସ୍ଥ ହେଲେଣି। ଜାତୀୟ ସୁସ୍ଥ ହାର ଦୃତ ଗତିରେ ବଢ଼ି ୯୩.୬୭%ରେ ପହଞ୍ଚିଲା।

- Advertisement -

– ଦୈନିକ ସଂକ୍ରମଣ ହାର ୫.୬୨%କୁ କମିଲା। ଲଗାତାର ତ୍ରୟୋଦଶ ଦିନ ପାଇଁ ସଂକ୍ରମଣ ହାର ୧୦%ରୁ କମ ରହିଛି।

– ରାଜ୍ୟରେ କରୋନା ସ୍ଥିତି ନେଇ ସ୍ବାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ରଙ୍କ ସୂଚନା। ଗୋଟିଏ ସମୟ ଥିଲା ଆମର ୨୩% ଉପରେ ସଂକ୍ରମଣ ହାର ରହୁଥିଲା। ଧିରେ ଧିରେ କମି ବର୍ତ୍ତମାନ ୯ ପ୍ରତିଶତରେ ପହଞ୍ଚିଲାଣି।

– ସେତେବେଳ ଟେଷ୍ଟିଂ କମ୍ ଥିଲା, ଏବେ ଟେଷ୍ଟିଂ ଗୁରୁତ୍ବ ଦେଇ ବଢ଼ାଇଛୁ। ଏଥିରୁ ଜଣାପଡୁଛି ଆମ ସଂକ୍ରମଣ ହାର କମୁଛି, ଆମ ସର୍ଭେଲାନ୍ସ କାମ ଦେଇଛି।

–ସେତେବେଳ ଟେଷ୍ଟିଂ କମ୍ ଥିଲା, ଏବେ ଟେଷ୍ଟିଂ ଗୁରୁତ୍ବ ଦେଇ ବଢ଼ାଇଛୁ। ଏଥିରୁ ଜଣାପଡୁଛି ଆମ ସଂକ୍ରମଣ ହାର କମୁଛି, ଆମ ସର୍ଭେଲାନ୍ସ କାମ ଦେଇଛି।

–ସେତେବେଳ ଟେଷ୍ଟିଂ କମ୍ ଥିଲା, ଏବେ ଟେଷ୍ଟିଂ ଗୁରୁତ୍ବ ଦେଇ ବଢ଼ାଇଛୁ। ଏଥିରୁ ଜଣାପଡୁଛି ଆମ ସଂକ୍ରମଣ ହାର କମୁଛି, ଆମ ସର୍ଭେଲାନ୍ସ କାମ ଦେଇଛି।

–ସଂକ୍ରମଣ ବ୍ରେକ ପାଇଁ ଯେଉଁ ପ୍ରୟାସ ଥିଲା, ତାହା ସଫଳ ହୋଇଛି। ଏହିପରି ସଂକ୍ରମଣ କମିଲେ, ଆଶା ଯାହା ସେଠି ପହଞ୍ଚିବାକୁ ୭ରୁ୯ଦିନ ଲାଗିବ।

– ଗଛ ଲଗାଇଲେ ମୁଖ୍ୟମନ୍ତ୍ରୀ ; କହିଲେ ଏହା ଏକ ଉତ୍ସାହଜନକ ଅନୁଭବ

– ଜମ୍ମୁ-କାଶ୍ମୀରରେ ଭୂକମ୍ପର ଝଟକା ଅନୁଭବ

– କରେନା ଟିକାକରଣ : ଦିଆଗଲାଣି ୨୩.୧୩ କୋଟିରୁ ଅଧିକ ପାନ ଟିକା

– ପ୍ରଖ୍ୟାତ ଲୋକପ୍ରିୟ ଅଭିନେତା ଦିଲୀପ କୁମାର ହସ୍ପିଟାଲରେ ଭର୍ତ୍ତି ; ନିଶ୍ୱାସ ପ୍ରଶ୍ୱାସ ନେବାରେ ଯନ୍ତ୍ରଣା ଅନୁଭବ

– ୧୨୦ ବର୍ଷ ହେବ ଲଗାତାର ଜଳୁଛି ଏହି ବିଦ୍ୟୁତ ବଲବ୍‍ ; ୨୦୦୧ରେ ଏହି ବଲବ୍‍ ର ୧୦୦ତମ ଜନ୍ମ ବାର୍ଷିକି ଖୁବ ଧୂମଧାମରେ କରାଯାଇଛି ପାଳନ

– ଦେଶରେ ୧ ଲକ୍ଷ ୧୪ ହଜାର ୪୬୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨କୋଟି ୮୮ ଲକ୍ଷ ୦୯ ହଜାର ୩୩୯

– ଆଉ ୧ ଲକ୍ଷ ୮୯ ହଜାର ୨୩୨ କରୋନା ଆକ୍ରାନ୍ତ ସୁସ୍ଥ, ମୋଟ ଆରୋଗ୍ୟ ସଂଖ୍ୟା ୨ କୋଟି ୬୯ ଲକ୍ଷ ୮୪ ହଜାର

– ଗତ ୨୪ ଘଣ୍ଟାରେ ଆଉ ୨୬୭୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ, ମୋଟ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୪୬ ହଜାର ୭୫୯, ମୃତ୍ୟୁ ହାର ୧.୨୦%

– ଦେଶରେ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪ ଲକ୍ଷ ୭୭ ହଜାର ୭୯୯, ସକ୍ରିୟ ଆକ୍ରାନ୍ତ ହାର ୫.୧୩ %

– ଦେଶରେ କରେନା ଟିକାକରଣ ୬୦ ବର୍ଷରୁ ଅଧିକ: ୩୩.୫%, ୪୫-୬୦ ବର୍ଷ: ୪୨.୧% ଓ ୧୮-୪୪ ବର୍ଷ : ୨୪.୪% ଙ୍କୁ ଟିକାଦାନ କରାଯାଇଛି

– ରାଜ୍ୟରେ ଗୋଟିଏ ଦିନରେ ୭୦୦୨ ନୂଆ କରୋନା ସଂକ୍ରମିତ ଚିହ୍ନଟ

– ନୂଆ ସଂକ୍ରମିତଙ୍କ ମଧ୍ୟରୁ ସଂଗରୋଧରୁ ୩୯୨୧ ଏବଂ ସ୍ଥାନୀୟ ସଂକ୍ରମିତ ୩୦୮୧ , ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୧୬୭

– ଗତ ୨୪ ଘଣ୍ଟାରେ ୪୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ; ଓଡ଼ିଶାରେ କରୋନା ଜନିତ ମୋଟ ମୃତ୍ୟୁସଂଖ୍ୟା ୨୯୯୪କୁ ବୃଦ୍ଧି

– ସଫାଇ ସାଥୀଙ୍କୁ ଖାଦ୍ୟ, ସ୍ୱାସ୍ଥ୍ୟରକ୍ଷା ଏବଂ ସୁରକ୍ଷା ସଂସାଧନ ବଣ୍ଟନ

– ବାତିଲ ହେଲା ସ୍ୱତନ୍ତ୍ର ଟ୍ରେନ୍‌
– ତୃତୀୟ ଲହରକୁ ଅଧିକ ଘାତକ ହେବାରୁ ରୋକିବ ଟିକାକରଣ

– କୋଭିଡ-୧୯ ମହାମାରୀ ପ୍ରଭାବରେ ନିମ୍ନମୁଖୀ ହୋଇଥିବା ଭାରତୀୟ ଅର୍ଥନୀତିର ପୁନରୁଦ୍ଧାର ପ୍ରକ୍ରିୟା ଚଳିତ ଜୁନ୍‍ ମାସରୁ ଆରମ୍ଭ ହେବ ଏବଂ ଜୁଲାଇରେ ସେହି ପ୍ରକ୍ରିୟା ତ୍ୱରାନ୍ୱିତ ହେବ

– କେନ୍ଦ୍ର ମନା କରିବା ପରେ ଅଟକିଲା କେଜରିୱାଲଙ୍କ ‘ଘରେ ଘରେ ରେସନ୍‌’ ଯୋଜନା
– ୨୦୨୦-୨୧ରେ ରିଲାଏନ୍ସ ସିଏସଆରରେ ଖର୍ଚ୍ଚ କରିଛି ୧୧୪୦ କୋଟି

– ଛାତ ଉପରେ ଜଙ୍ଗଲ ; ଲାଗିଛି ୨୫୦୦ ଗଛ

– କାନପୁରରେ ଗୁପଚୁପ ପ୍ରିୟ ଗାଈ, ବାଛୁରୀ

– ୨୫ହଜାର ସିନେ କର୍ମଚାରୀଙ୍କୁ ସଲମାନଙ୍କ ଆର୍ଥିକ ସହାୟତା

– ବୟସ୍କଙ୍କୁ ତୃତୀୟ ପାନ ଟିକା ଦିଆଯାଇପାରେ: ଲାନ୍‌ସେଟ୍‌

– କୋଲକାତା ଭାଜପା କାର୍ୟ୍ୟାଳୟ ନିକଟରୁ ୫୪ ଅଫୁଟା ବୋମା ଜବତ

– ଅମୋଲ ମଜୁମଦାର୍‌ ମୁମ୍ବଇ କ୍ରିକେଟ୍ ଦଳର ପ୍ରଶିକ୍ଷକ ନିଯୁକ୍ତି ନେଇ ମାମଲା

– ୟୁଏଇ କିମ୍ବା ଓମାନରେ ହୋଇପାରେ ଟ୍ବେଣ୍ଟି୨୦ ବିଶ୍ବକପ

– କମ୍‌ ପାରିଶ୍ରମିକ ନେଇ ଶ୍ରୀଲଙ୍କା କ୍ରିକେଟର୍‌ଙ୍କ ଅସନ୍ତୋଷ

– ୱିମ୍ବଲଡନ୍‍ରୁ ଓହରିଲେ ୱାରିଙ୍କା

– ଫ୍ରେଞ୍ଚ ଓପନ ଟେନିସ, ଶ୍ବେତଲୀନାଙ୍କୁ ବିଦାକଲେ କ୍ରେଜିକୋଭା

– ଗାଡି ସାଇଡ କରିବାକୁ ନେଇ ବିଜେପି ନେତାଙ୍କୁ ପିଟିପିଟି ହତ୍ୟା

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories