www.samajalive.in
Sunday, December 14, 2025
17.1 C
Bhubaneswar

ଦିନ ୧୧ଟା ମୁଖ୍ୟ ଖବର

(୧) ଆଜି ସନ୍ଧ୍ୟାରେ ବସିବ କଂଗ୍ରେସର ଜରୁରୀ ବୈଠକ, ଦିଲ୍ଲୀ ମୁଖ୍ୟାଳୟରେ ହେବ ବୈଠକ
(୨) ପାଟଣାଗଡ଼ ଧୁମଭଟା ଦେଓଗାଁ ନିକଟରେ ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ, ୨ ଗୁରୁତର
(୩) ସୁରକ୍ଷା ଦୃଷ୍ଟିରୁ ଚାଇନାର ଟିକ୍‌ଟକ୍‌ ଆପ ଉପରେ ପ୍ରତିବନ୍ଧକ ଜାରି କଲେ ବ୍ରିଟେନ ସରକାର
(୪) ଚଳଚ୍ଚିତ୍ର ନିର୍ମାତା ପ୍ରଦୀପ ସରକାରଙ୍କ ୬୮ ବର୍ଷ ବୟସରେ ପରଲୋକ
– ପରିଣିତା, ଲଗା ଚୁନରି ମେଁ ଦାଗ ଓ ମର୍ଦ୍ଦାନି ଭଳି ଚଳଚ୍ଚିତ୍ରର ନିର୍ମାତା ଥିଲେ ପ୍ରଦୀପ ସରକାର
(୫) ରାଜ୍ୟର ତୃତୀୟ ଜୈବ ବିବିଧ ଐତିହ୍ୟ ସ୍ଥଳ ଭାବେ ଗନ୍ଧମାର୍ଦ୍ଦନ ପର୍ବତକୁ ମିଳିଲା ମାନ୍ୟତା
– କନ୍ଧମାଳ ଜିଲ୍ଲାର ମଣ୍ଡାସୁରୁ ଜର୍ଜ ଏବଂ ଗଜପତି ଜିଲ୍ଲାର ମହେନ୍ଦ୍ର ତନୟାକୁ ମିଳିସାରିଛି ଜୈବ ବିବିଧ ଐତିହ୍ୟସ୍ଥଳ ମାନ୍ୟତା
(୬) ଓଡ଼ିଶାରେ ଏଫ୍‌ଆଇଏଚ୍‌ ପୁରଷ ହକି ବିଶ୍ବକପ୍‌ ଯେକୌଣସି ହକି ଟୁର୍ଣ୍ଣାମେଣ୍ଟର ସର୍ବଶ୍ରେଷ୍ଠ ଆୟୋଜନ, ଏସୀୟ ହକି ମହାସଂଘ ଦ୍ୱାରା ହକି ଇଣ୍ଡିଆ ପୁରସ୍କୃତ
(୭) ଖଲିସ୍ତାନ ସପକ୍ଷବାଦୀ ନେତା ତଥା ‘ୱାରିସ୍‌ ପଞ୍ଜାବ ଦେ’ ମୁଖ୍ୟ ଅମୃତପାଲ ସିଂହ ଓ ତାଙ୍କ ସହଯୋଗୀ ପାପଲପ୍ରୀତ ସିଂହଙ୍କୁ ନିଜ ଘରେ ଆଶ୍ରୟ ଦେଇଥିବା ବଲଜିତ କୌରଙ୍କୁ ଗିରଫ କଲା ହରିୟାଣା ପୁଲିସ
(୮) ଓଡ଼ିଶା ଏଫ୍‌ସି ଫୁଟବଲ କ୍ଲବର ବ୍ରାଜିଲ ଫରୱାର୍ଡ ଡିଏଗୋ ମୁରାସିଓ ଓ ଓଡ଼ିଶାର ଉଦୟମାନ ଯୁବ ଧାବକ ବାପି ହାଁସଦାଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
(୯) ୮ଟି ଜିଲ୍ଲା ପାଇଁ ପାଣିପାଗ ବିଭାଗର ୟେଲୋ ଆଲର୍ଟ ଜାରି, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା
– ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କନ୍ଧମାଳ, ଗଜପତି, ମୟୂରଭଞ୍ଜ, ବାଲେଶ୍ବର ପାଇଁ ଆଲର୍ଟ ଜାରି

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories