ରେଙ୍ଗାଲି: ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଳକର ଲଇଡା ଗ୍ରାମର ଅରାଧ୍ୟ ଦେବତା ଦଧିବାମନ ଜଗନ୍ନାଥ ମହାପ୍ରଭୁଙ୍କୁ ଲଇଡା ଗ୍ରାମ ଖଜୁରିଆପଡ଼ାର ନିରଞ୍ଜନ ବେହେରାଙ୍କ ପୁଅ ପ୍ରଦୀପ ବେହେରା ଦେଢ ଏକର ଚାଷ କମି ଦାନ କରିଛନ୍ତି। ଅକ୍ଷୟ ତୃତୀୟା ଅବସରରେ ପ୍ରଦୀପ ବେହେରା ତାଙ୍କ ପତ୍ନୀ ସହିତ ଦଧିବାମନ ମନ୍ଦିରକୁ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ଅବସରରେ ମହାପ୍ରଭୁଙ୍କୁ ଦେଢ ଏକର ଜମି ଦାନ କରିବା ପାଇଁ ଘୋଷଣା କରିଥିବା ମନ୍ଦିର ପରିଚାଳନା କମିଟୀ ସୁତ୍ରରୁ ଜଣାପଡ଼ିଛି।
Popular Categories



