www.samajalive.in
Sunday, December 14, 2025
26.1 C
Bhubaneswar

ଲଇଡାରେ ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ

ରେଙ୍ଗାଲି: ସମ୍ବଲପୁର ଜିଲ୍ଲାର ଲଇଡା ଗ୍ରାମରେ ମହାପ୍ରଭୂ ଶ୍ରୀରାମଙ୍କ ମନ୍ଦିର ନିର୍ମାଣ ପାଇଁ ଭୁମି ପୁଜନ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଯାଇଛି। ଏହି ଅବସରରେ ମନ୍ଦିର ନିର୍ମାଣ ପାଇଁ ନିରୂପଣ କରାଯାଇଥିବା ସ୍ଥାନରେ ବିଧିମତେ ପୂଜା ଅର୍ଚ୍ଚନା କରାଯାଇ ଶୁଭସ୍ତମ୍ଭ ସ୍ଥାପନ କରଯାଇଥିବାର ଜଣାପଡ଼ିଛି। ପଣ୍ଡିତ ଯୋଗେଶ୍ୱର ସାହୁ, ସଲିଲ ନାଏକ, ପ୍ରକାଶ ପୃଷ୍ଟି, ଲଇଡା ସରପଞ୍ଚ ଜୋସ୍ନା ସା, କିନାଲୋଇ ସରପଞ୍ଚ ସରୋଜିନୀ କାଲୋ, ପ୍ରତାପ ପୃଷ୍ଟି, ଦିଲ୍ଲିପ ବେହେରା, ନିର୍ମଳ ସାହୁ, କବିରଶରଣ ନାଏକ, ତପନ ବେହେରା, ଆକାଶରାଜ ପଟେଲ, ଅବନୀରଞ୍ଜନ କର, ଅଶୋକ ସା, ଅନ୍ତର୍ଯାମୀ ସାହୁ, ସୁବାଷ ସାହୁ, ଅଶୋକ ରୋହିଦାସ ପ୍ରମୁଖଙ୍କ ସହଯୋଗ ରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

Hot this week

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନୀତିନ ନବୀନ ବିଜେପି ର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପି ର ନୂତନ କାର୍ଯ୍ୟକାରୀ ସଭାପତି  ଭାବରେ ନୀତିନ ନବୀନ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

Related Articles

Popular Categories