କଣ୍ଟାବାଞ୍ଜି: ତୁରେକେଲା ବ୍ଲକ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଝରଣୀ ଠାରେ ପ୍ରତିଷ୍ଠା ଦିବସ ଅବସରରେ ସ୍ପାର୍କ ପ୍ରତିଯୋଗିତା କରାଯାଇଥିଲା। ଏହି ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ବିତରଣ କରଯାଇଥିଲା। ଏହି ଅବସରରେ ଅତିଥି ଭାବରେ ଯୋଗ ଦେଇଥିଲେ ଚିନ୍ମୟ ଯୋଶୀ ଓ ଜୟ ନାରାୟଣ ମିଶ୍ର। ଏହି ଅବସରେ ଆୟୋଜିତ ସଭାରେ ସଭାପତିତ୍ୱ କରିଥିଲେ ବିଦ୍ୟାଳୟ ଅଧ୍ୟକ୍ଷ ଚନ୍ଦନ କୁମାର ମହାକୁଡ଼। ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଥିଲେ ଜୟନାରାୟଣ ମିଶ୍ର ଓ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଚିନ୍ମୟ ଯୋଶୀ ଯୋଗ ଦେଇଥିଲେ।
Popular Categories



