କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ମାଝୀ ଗୁଡା ପଂଚାୟତର କାତିପାଡୁ ଗାଁର ଗର୍ଭବତୀ ମହିଳାଙ୍କୁ ଆମ୍ବୁଲାନ୍ସ ଯୋଗେ କଲ୍ୟାଣସିଂହପୁର ମେଡିକାଲକୁ ଆଣୁଥିବା ସମୟରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବାଟରେ ଅଟକି ରହିଥିଲା। ଯାହା ଫଳରେ ଗର୍ଭବତୀ ମହିଳା ହନ୍ତସନ୍ତ ହୋଇ ଯନ୍ତ୍ରଣା ପାଉଥିବା ବେଳେ କିଛି ସ୍ଥାନୀୟ ଲୋକେ ତାଙ୍କୁ ଅନ୍ୟ ଗାଡ଼ିରେ ପଠାଇବାର ବ୍ୟବସ୍ଥା କରି ସାହାଯ୍ୟ ସହଯୋଗ କରିଥିଲେ।
Popular Categories



