www.samajalive.in
Monday, December 15, 2025
15.1 C
Bhubaneswar

ରେଳ ଆଧୁନିକୀକରଣ ପାଇଁ ଚଳାଚଳ ଆଂଶିକ ବ୍ୟାହତ

ସମ୍ବଲପୁର: ପୂର୍ବତଟ ରେଳପଥ ଅର୍ନ୍ତଗତ ସମ୍ବଲପୁର ରେଳ ମଣ୍ଡଳରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଜାରି ରହିଛି। ଏଥି ପାଇଁ ରେଳ ଚଳାଚଳରେ ଆଂଶିକ ବ୍ୟାହତ ସୃଷ୍ଟି ହୋଇଛି। ରେଳବାଇ ପକ୍ଷରୁ ଜାରି ସୂଚନାନୁଯାୟୀ, ରେଳଗାଡି ସଂଖ୍ୟା ୧୮୧୨୫/୧୮୧୨୬ ରାଉରକେଲା – ପୁରୀ – ରାଉରକେଲା ଏକ୍ସପ୍ରେସ ୧୫ ତାରିଖରେ ବାତିଲ ରହିବ। ରେଳଗାଡି ସଂଖ୍ୟା ୦୮୨୬୩ ଟିଟିଲାଗଡ଼ – ବିଲାସପୁର ସ୍ୱତନ୍ତ୍ର ୧୫ ତାରିଖରେ ସମ୍ବଲପୁର ପର୍ଯ୍ୟନ୍ତ ଆସି ପୁଣି ରେଳଗାଡି ସଂଖ୍ୟା ୦୮୨୬୪ ହୋଇ ଟିଟିଲାଗଡ଼କୁ ଫେରିଯିବ। ସମ୍ବଲପୁର ରୁ ବିଲାସପୁର ମଧ୍ୟରେ ଉଭୟ ଦିଗରୁ ୧୫ ତାରିଖରେ ଚଳାଚଳ ବାତିଲ ରହିବ। ସେହିଭଳି ରେଳଗାଡି ସଂଖ୍ୟା ୨୦୮୧୭ ଭୁବନେଶ୍ୱର – ନୁଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ୧ ଘଣ୍ଟା ୩୦ ମିନିଟ ବିଳମ୍ବରେ ଭୁବନେଶ୍ୱରରୁ ଛାଡିବ। ରେଳଗାଡି ୧୮୩୦୯ ସମ୍ବଲପୁର – ଜାମ୍ମୁ ତାୱି ଏକ୍ସପ୍ରେସ ୩ ଘଣ୍ଟା ବିଳମ୍ବରେ ତାର ଗନ୍ତବ୍ୟସ୍ଥଳ ପାଇଁ ୧୫ ତାରିଖରେ ଛାଡିବ ବୋଲି ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories