www.samajalive.in
Monday, December 15, 2025
14.1 C
Bhubaneswar

କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା, ରକ୍ତଦାନ ପାଇଁ ବୌଦ୍ଧରୁ ଗଲେ ସ୍ବେଛାସେବୀ

ହରଭଙ୍ଗା: ବାହନାଗା ରେଳ ଟ୍ରାଜେଡି ସାରା ଦେଶରେ ଶୋକର ଛାୟା ଖେଳାଇଦେଇଛି। ଏଭଳି ଦୁଃଖଦ ଦୁର୍ଘଟଣାରେ ଆହତ ଯାତ୍ରୀମାନଙ୍କୁ ସ୍ବେଛାକୃତ ରକ୍ତଦାନ ପାଇଁ ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକ ଏବଂ ପାଖ ଆଖରୁ ରକ୍ତଦାନ ପାଇଁ ଏକ କୋଡିଏ ଜଣିଆ ସ୍ବେଛାସେବୀ ଦଳ କଟକ ବଡମେଡ଼ିକାଲରେ ପଂହଁଚିଛନ୍ତି। ମୃତ୍ୟ ସାରା ଦେଶରେ ଶୋକର ଛାୟା ଖେଳେଇଥିବା ବେଳେ ଆହତ ମାନେ ଜୀବନ ସହ ସଂଗ୍ରାମ କରୁଛନ୍ତି। ରକ୍ତଦାତା ସୁରେଶ ଦେହୁରୀଙ୍କ ନେତୃତ୍ୱରେ ସ୍ବେଛାସେବୀ ରଞ୍ଜନ ଦଳେଇ, ତନ୍ମୟ ବାନାର୍ଜୀ, ଶେଖ ମୁନା, ବବୁଲ ବେହେରା, ଟିକିନା ପ୍ରଧାନ, ଗଜେନ୍ଦ୍ର ଦାସ, ଗୌତମ ନାଏକ ଓ ପ୍ରଶାନ୍ତ ଦେହୁରୀ ପ୍ରମୁଖ କଟକ ବଡ଼ ମେଡିକାଲ ଯାଇ ରକ୍ତଦାନ କରିଛନ୍ତି। ଏମାନଙ୍କର ଏଭଳି ମହନୀୟ କାର୍ୟ୍ୟ ପାଇଁ ବିଭିନ୍ନ ବୁଦ୍ଧିଜୀବୀ ମହଲରୁ ପ୍ରଶଂସାର ସୁଅ ଛୁଟିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories