ତିଗିରିଆ: ତିଗିରିଆ ବ୍ଳକ ପାଞ୍ଚଗାଁ ଗ୍ରାମର ରୟାଲ ଡାଇମଣ୍ଡ କ୍ଲବ ପକ୍ଷରୁ ଏକ ଚାରା ରୋପଣ କାର୍ଯ୍ୟକ୍ରମ ଶନିବାର ଅନୁଷ୍ଠିତ ହୋଇଯାଇଛି। କ୍ଲବ ସଭାପତି ଦୀପକ କୁମାର ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗ୍ରାମ ଶ୍ମଶାନ ପରିସରରେ ବିଭିନ୍ନ ପ୍ରକାର ଜଙ୍ଗଲି ବୃକ୍ଷର ଚାରା ରୋପଣ କରାଯାଇଥିଲା। ଏଥିରେ ଉପସଭାପତି ଆକାଶ କୁମାର ବେହେରା ଏବଂ ଅନ୍ୟ ସଦସ୍ୟମାନେ ଉପସ୍ଥିତ ରହି ବୃକ୍ଷ ରୋପଣ କରିଥିଲେ।
Popular Categories



