www.samajalive.in
Monday, December 15, 2025
17.1 C
Bhubaneswar

ଦେଶୀ ମଦ ସହ କାର ଜବତ, ଜଣେ ଗିରଫ

ଗୁରୁଡ଼ିଝାଟିଆ: ଆଠଗଡ଼ ଅବକାରୀ ବିଭାଗ ଆଜି ଖୁଣ୍ଟୁଣୀ ନିକଟରେ ଏକ ମଦଭୋଝେଇ କାରକୁ ଜବତ କରିବା ସହ ୧ଜଣକୁ ଗିରଫ କରାଯାଇଛି। ଅଭିଯୁକ୍ତ ଜଣକ ହେଲେ ବେଣ୍ଟପଦା ଗାଁର ସାଗର ନାଏକ। ଅବକାରୀ ନିରୀକ୍ଷକ କେଶବ ଚନ୍ଦ୍ର ଦାସ, ଉପନିରୀକ୍ଷକ ସୌମ୍ୟ ରଞ୍ଜନ ମାଝି, ଅଙ୍କିତ୍‌‌ କନହର, ଜ୍ୟୋତିପ୍ରକାଶ ଲେଙ୍କା, ସନ୍ତୋଷ କୁମାର ମହାରଣା ପ୍ରମୁଖ ବିଶେଷ ସୁତ୍ରରୁ ଖବର ପାଇଁ ଖୁଣ୍ଟଣୀ ୫୫ ନଂ ଜାତୀୟ ରାଜପଥ ପାର୍ଶ୍ବର ଜଗିରଥିଲେ। କୋରଗାଁରୁ କଟକ ଅଭିମୁଖେ ଯାଉଥିବା ଏକ ଦେଶୀମଦ ବୋଝେଇ କାରକୁ ଅଟକାଇଥିଲେ। ସେଥିରୁ ୬୬୦ଲିଟର ମଦ ଥିବାର ଜାରିବାକୁ ପାଇଥିଲେ। ଫଳରେ ମଦ ଓ କାରକୁ ଜବତ କରିବା ସହିତ ଅଭିଯୁକ୍ତ ସାଗରକୁ ଗିରଫ କରିଥିବା ବେଳେ ଅନ୍ୟଜଣେ ଦୌଡି ପଳାଇଥିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories