www.samajalive.in
Monday, December 15, 2025
14.1 C
Bhubaneswar

ମା ଭଗବତି କ୍ରିକେଟ କପ୍ ଉଦଯାପିତ

ହରଭଙ୍ଗା: ହରଭଙ୍ଗା ବ୍ଲକ୍ ଲୁଣିବାହାଲ ପଞ୍ଚାୟତ ଯୁବରାଜପୂର ମା ଭଗବତୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଶନିବାର ଉଦଯାପିତ ହୋଇଯାଇଛି। ଉଦଯାପନୀ ମ୍ୟାଚ ଯୁବରାଜପୂର ଏବଂ ବଡବନ୍ଧ ସହିତ ହୋଇଥିବା ବେଳେ ପ୍ରଥମେ ବଡ଼ବନ୍ଧ ଟିମ୍ ବ୍ୟାଟିଂ କରି ୧୦ ଓଭର ରେ ୧୫୫ ରନ୍ ହାସଲ କରିଥିବା ବେଳେ ଯୁବରାଜପୂର ଦଳ ୯୧ ରନ୍ ହାସଲ କରି ପରାସ୍ତ ହୋଇଥିଲେ। ଏହି ଉଦଯାପନୀ ମ୍ୟାଚରେ ମୁଖ୍ୟ ଅତିଥିଭାବେ ବିଜେପି ଓବିସି ମୋର୍ଚା ରାଜ୍ୟ ସଂଯୋଜକ ସୁବାସ ପ୍ରଧାନ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଜେପି ଲୁଣି ବାହାଲ ଶକ୍ତି କେନ୍ଦ୍ର ପ୍ରମୂଖ ସନ୍ତୋଷ ପ୍ରଧାନ ଯୋଗ ଦେଇ ବିଜୟ ଦଳକୁ ଟ୍ରଫି ଦେଇ ଉତ୍ସାହିତ କରିଥିଲେ। ଖେଳ ପରିଚାଳନାରେ ବଳଭଦ୍ର ନାଏକ ଏବଂ ମନୋଜ ବେହେରା ରହିଥିବା ବେଳେ ଟୁର୍ଣ୍ଣାମେଣ୍ଟ କମିଟିର ସବୁ ସଦସ୍ୟ ଉପସ୍ଥିତ ଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories