www.samajalive.in
Sunday, December 14, 2025
17.1 C
Bhubaneswar

ଲୋକଜନଶକ୍ତିକୁ ହେଲିକପ୍ଟର, ରାଷ୍ଟ୍ରୀୟ ଲୋକଜନଶକ୍ତିକୁ ସିଲାଇ ମେସିନ୍‍

ଲୋକଜନଶକ୍ତି ପାର୍ଟିକୁ ନିର୍ବାଚନ କମିଶନ ହେଲିକପ୍ଟର ନିର୍ବାଚନ ଚିହ୍ନ ଦେଇଛନ୍ତି। ଚିରାଗ ପାଶ୍ୱାନ ଏହି ଦଳର ମୁଖ୍ୟ। ନିର୍ବାଚନ କମିଶନ ରାଷ୍ଟ୍ରୀୟ ଲୋକଜନଶକ୍ତି ପାର୍ଟିକୁ ସିଲାଇ ମେସିନ୍‍ ନିର୍ବାଚନ ଚିହ୍ନ ଦେଇଛନ୍ତି। ପଶୁପତି କୁମାର ପାରସ ଏହି ଦଳର ମୁଖ୍ୟ ଅଛନ୍ତି। ଏହା ପୂର୍ବରୁ ଲୋକଜନଶକ୍ତି ପାର୍ଟିର ନିର୍ବାଚନ ଚିହ୍ନକୁ ନେଇ ଚିରାଗ ପାଶ୍ୱାନ ଓ ପଶୁପତି କୁମାର ପାରସଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ନିର୍ବାଚନ କମିଶନ ଦ୍ୱାରା ନିର୍ବାଚନ ଚିହ୍ନ ବଣ୍ଟନ ପରେ ଦୁଇଦଳ ମଧ୍ୟରେ ଥିବା ବିବାଦର ଅବସାନ ଘଟିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories