ନେମାଳ : ନେମାଳ ସତପନ୍ଥି ଆଶ୍ରମ ପକ୍ଷରୁ ସଦଗୁରୁ କବିର ସାହେବଙ୍କ ଧର୍ମସଭା ଓ ସତ୍ୟ ପ୍ରଚାର ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛିି। ସନ୍ଥ ଇନ୍ଦ୍ରମଣୀ ସାହେବଙ୍କ ଭକ୍ତ ମଣ୍ଡଳି ପକ୍ଷରୁ ଆୟୋଜିତ ଏହି ଧର୍ମସଭା ଓ ସତ୍ୟ ପ୍ରଚାର ଶୋଭାଯାତ୍ରାରେ ଦିଲ୍ଲି, ହରିଆଣା, ରାଜସ୍ଥାନ, ଉତ୍ତରପ୍ରଦେଶ ଆଦି ରାଜ୍ୟରୁ ଶତାଧିକ କବିର ପନ୍ଥି ମାନେ ଯୋଗଦେଇ ଥିଲେ। ସୁରେନ୍ଦ୍ରଦାସ ସାହେବଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶ୍ୱଜିତ ପୃଷ୍ଟି, ରମେଶ ଚନ୍ଦ୍ର ସରପଞ୍ଚ କିଶାନ ପ୍ରମୁଖ ପରିଚାଳନା କରିଥିଲେ।
Popular Categories



