ବୌଦ୍ଧ ଧର୍ମରେ ପୁଅକୁ ବିବାହ କରିବାରୁ ଦଳରୁ ବହିଷ୍କୃତ ହେଲେ ବିଜେପି ନେତା

ଲେହ : ଜମ୍ମୁ-କଶ୍ମୀରର ଲଦାଖ ଅଞ୍ଚଳରେ ପୁଅ ବୌଦ୍ଧ ଧର୍ମାବଲମ୍ବୀ ଯୁବତୀଙ୍କୁ ବିବାହ କରିବାରୁ ଜଣେ ବାପାଙ୍କୁ ଦଣ୍ଡ ଭୋଗିବାକୁ ପଡ଼ିଛି। ସୂଚନା ଅନୁସାରେ, ଲଦାଖ ବିଜେପି ନେତା ତଥା ରାଜ୍ୟ ବିଜେପି ଉପ ସଭାପତି ନାଜିର ଅହମ୍ମଦ( ୭୪)ଙ୍କୁ ଦଳର ପ୍ରାଥମିକ ସଦସ୍ୟରୁ ବହିଷ୍କାର କରାଯାଇଛି। ଏହି ଘଟଣାରେ ନାଜିରଙ୍କ ସମ୍ପୃକ୍ତି ଥିବା ନେଇ ଜଣାପଡ଼ିବା ପରେ ତାଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ସୂଚନା ମିଳିଛି।

Comments are closed.