www.samajalive.in
Saturday, December 6, 2025
15.1 C
Bhubaneswar

ମାଆ ହେଲା ଅଙ୍କିତା

ନନ୍ଦନକାନନ: ନନ୍ଦନକାନନରେ ନୂଆ ଅତିଥି। ବାଘୁଣୀ ଅଙ୍କିତା ମାଆ ହୋଇଛି। ଗୋଟିଏ ଶାବକକୁ ଜନ୍ମ ଦେଇଛି ବାଘୁଣୀ ଅଙ୍କିତା । କିଛି ମାସ ତଳେ ନନ୍ଦନକାନନରେ ମହାବଳ ବାଘ ସେଫ ସହିତ ଅଙ୍କିତାର ମିଳନ ହୋଇଥିଲା। ବର୍ତ୍ତମାନ୍‌ ନନ୍ଦନକାନନରେ ବାଘ ସଂଖ୍ୟା୨୮କୁ ବୃଦ୍ଧି ପାଇଛି ।  ଏହାକୁ ନେଇ କର୍ମଚାରୀ ଓ ଅଧିକାରୀମାନେ ବେଶ୍ ଉତ୍ସାହିତ ଅଛନ୍ତି। ଜନ୍ତୁ କେୟାରଟେକର, ବନରକ୍ଷୀ ଓ ବନପାଳ ଅଙ୍କିତା ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେଉଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories