www.samajalive.in
Sunday, December 14, 2025
17.1 C
Bhubaneswar

ନାଳନ୍ଦାରେ ଆକମେ ସଲାରର କ୍ୟାମ୍ପସ ଚୟନ

ନାଳନ୍ଦା ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜିରେ ଗତ ଦୁଇ ଦିନ ଧରି ଦିଲ୍ଲୀର କ୍ଲିନଟେକ ସଲ୍ୟୁସନ ପ୍ରାଇଭେଟ ଲିମିଟେଡ଼ କମ୍ପାନୀ ପକ୍ଷରୁ କ୍ୟାମ୍ପସ ଚୟନ ଅନୁଷ୍ଠିତ ହୋଇଛି। ଭାରତରେ ଶକ୍ତି ବିକାଶ କ୍ଷେତ୍ରରେ ଏହି କମ୍ପାନୀ ଅନେକ ରାଜ୍ୟରେ ସୋଲାର ଦ୍ୱାରା ଶକ୍ତି ଉତ୍ତୋଳନ କରୁଛି।

କମ୍ପାନୀର ଉପସଭାପତି ବନ୍ଦନା ମଧୁସୂଦନ ଏହି କ୍ୟାମ୍ପସ ଚୟନ କରିବାକୁ ଆସିଥିଲେ। ଏହି ଅବସରରେ ସେ କହିଥିଲେ ଯେ ୨୦୨୫ ମସିହାରେ ଆକମେ ସଲାର ଭାରତର ୧ ନମ୍ବର ଶକ୍ତି ଉତ୍ତୋଳନକାରୀ କମ୍ପାନୀ ହିସାବରେ ରହିବ ଏବଂ ଆଗାମୀ ଦିନରେ ଜାପାନ, ଜର୍ମାନ, ଚୀନ ସହ ଅଧିକ ଶକ୍ତି ଉତ୍ତୋଳନ କରିବା ପାଇଁ ଏହି ଦେଶମାନଙ୍କ ଜ୍ଞାନକୌଶଳ ଗ୍ରହଣ କରିବ। ଆୟୋଜିତ କ୍ୟାମ୍ପସରେ ନାଳନ୍ଦାର ଇଲେକ୍ଟ୍ରିକାଲ ବିଭାଗର ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ। ଏଥିରେ ଅନୁଷ୍ଠାନର ୯ ଜଣ ଛାତ୍ର ଚୟନ ହୋଇଥିବା ଜଣାପଡିଛି। ଏହି କ୍ୟାମ୍ପସ ଚୟନ କାର୍ଯ୍ୟକ୍ରମକୁ ଇଲେକ୍ଟ୍ରିକାଲ ବିଭାଗର ମୁଖ୍ୟ ବିକାଶ ସ୍ୱାଇଁ ପରିଚାଳନା କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories