www.samajalive.in
Sunday, December 7, 2025
23.1 C
Bhubaneswar

ଦେଶର ବିଭିନ୍ନ ଏୟାରଲାଇନ୍‌କୁ ବୋମା ଧମକ ଦେଉଥିବା ବ୍ୟକ୍ତି ଗିରଫ; ଆତଙ୍କବାଦ ଉପରେ ବହି ଲେଖିଛି ଅଭିଯୁକ୍ତ

ନାଗପୁର: ସାରା ଦେଶରେ ଏୟାରଲାଇନ୍‌କୁ ଧମକପୂର୍ଣ୍ଣ କଲ୍ କରି ଆତଙ୍କ ଖେଳାଇଥିବା ବ୍ୟକ୍ତିକୁ ନାଗପୁର ପୁଲିସ ଗିରଫ କରିଛି। ଅଭିଯୁକ୍ତକୁ ନାଗପୁରର ମନୀଷ ନଗରରୁ ଗିରଫ କରିଛି ପୁଲିସ। ଗିରଫ ଅଭିଯୁକ୍ତ ଗୋନ୍ଦିଆ ଜିଲାର ଜଗଦୀଶ ଉଇକେ ବୋଲି ଜଣାପଡ଼ିଛି। ବୃତ୍ତିରେ ସେ ଜଣେ ଲେଖକ ଏବଂ ସେ ଆତଙ୍କବାଦ ଉପରେ ଏକ ପୁସ୍ତକ ମଧ୍ୟ ଲେଖିଛି।

ଜଗଦୀଶ ଜାନୁଆରୀ ମାସରୁ ଏପର୍ଯ୍ୟନ୍ତ ମେଲ୍ ଯୋଗେ ଅନେକ ସ୍ଥାନରେ ବୋମା ତଥା ବିସ୍ଫୋରଣ ଧମକ ଦେଇଛି। କେବଳ ଏତିକି ନୁହେଁ, ଅକ୍ଟୋବର ୨୫ରୁ ଅକ୍ଟୋବର ୩୦ ମଧ୍ୟରେ ୩୦ ସ୍ଥାନରେ ବିସ୍ଫୋରଣ ଘଟାଇବା ନେଇ ଧମକପୂର୍ଣ୍ଣ ମେଲ୍ ଜଗଦୀଶ ହିଁ କରିଥିଲା।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories