www.samajalive.in
Friday, December 5, 2025
17.1 C
Bhubaneswar

୧୮ ବର୍ଷ ପରେ ଏକାଠି ନଜର ଆସିବେ ‘ପାର୍ଟନର୍’ ଯୋଡ଼ି

ନୂଆଦିଲ୍ଲୀ ୨୮/୧୦: ଗୋବିନ୍ଦା ଏବଂ ସଲମାନ ଖାନଙ୍କ ପ୍ରଶଂସକମାନଙ୍କ ପାଇଁ ଏକ ଖୁସି ଖବର। ପ୍ରାୟ ଦୁଇ ଦଶନ୍ଧି ପରେ ଏହି ଦୁଇ ଷ୍ଟାର ପୁଣିଥରେ ପରଦାରେ ଏକାଠି ହେବାକୁ ଯାଉଛନ୍ତି।ସପ୍ତାହ ଧରି ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟାଇପ୍ରୋଜେକ୍ଟ ସହିତ ଜଡିତ ଏକ ସୂତ୍ର ଶେଷରେ ନିଶ୍ଚିତ କରିଛି ଯେ ପାର୍ଟନର୍‘ ଯୋଡ଼ି ପୁଣି ଏକାଠି ହେଉଛନ୍ତି।

ରିପୋର୍ଟ ଅନୁଯାୟୀସଲମାନ ଖାନ ଏବଂ ଗୋବିନ୍ଦା ଏକ ପ୍ରୋଜେକ୍ଟରେ ଏକାଠି ଆସୁଛନ୍ତି। ଫିଲ୍ମଟି ଏପର୍ଯ୍ୟନ୍ତ ପ୍ରାରମ୍ଭିକ ପର୍ଯ୍ୟାୟରେ ଅଛି ଏବଂ ଏହାର ଟାଇଟଲ୍ ସ୍ଥିର ହୋଇନାହିଁ।  ଯଦିଓ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇ ନାହିଁ, କିନ୍ତୁ ଫ୍ୟାନ୍ସ ଆଶା କରୁଛନ୍ତି ଯେ ଏହି ବହୁ ପ୍ରତୀକ୍ଷିତ ଯୋଡି ପରଦାରେ କିଛି ତ କମାଲ ନିଶ୍ଚୟ କରିବେ

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

Related Articles

Popular Categories