www.samajalive.in
Monday, December 15, 2025
15.1 C
Bhubaneswar

ମହାନବମୀରେ ମାଆଙ୍କର କୁମାରୀ ପୂଜା ଅନୁଷ୍ଠିତ-ତରାସାହିରେ ଧୁମଧାମରେ ଚାଲିଛି ଦୂର୍ଗାପୂଜା

ବାଲିକୁଦା-ବାଲିକୁଦା ବ୍ଲକର ତରାସାହି ପଞ୍ଚାୟତରେ ବଡ ଧୁମଧାମରେ ଚାଲିଛି ଦୂର୍ଗାପୂଜା । ୫ ବର୍ଷଧରି ତରାସାହି ପଞ୍ଚାୟତରେ ଦୃର୍ଗାପୂଜା ଅନୁଷ୍ଠିତ ହୋଇଆସୁଛି । ବଡ ଜାକଜକମରେ ମା’ ଙ୍କର ପୂଜା ଏଠାରେ ହେଉଛି । ଏହି ପୂଜାକାମରେ ପଞ୍ଚାୟତର ସମସ୍ତ ପଞ୍ଚାୟତବାସୀ ସମ୍ମିଳିତ ହୋଇଥିଲେ

ମହାନବମୀ ଅବସରେରେ ପୂଜା ମଣ୍ତପରେ ମାଆଙ୍କର କୁମାରୀ ପୂଜା ଅନୁଷ୍ଠିତ ହୋଇଯାଇଛି । ଗାଁର ବହୁ ସଂଖ୍ୟାର କୁମାରୀ ଝିଅଙ୍କୁ ସସମ୍ମାନେ ଏଥିରେ ପୂଜାର୍ଚ୍ଚନା ସହ ସମ୍ମାନିତ କରାଯାଇଥିଲା । ଶ୍ରଦ୍ଧାଳୁ ମାନେ କିଭଳି ମା ଙ୍କ ଦର୍ଶନ କରିବେ , ପୂଜାପାଠ କରିବେ ଓ ପ୍ରସାଦ ପାଇବେ ସେଥିପାଇଁ ପୂଜା କମିଟି ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

- Advertisement -

ତରାସାହି ପଞ୍ଚାୟତକୁ ଆସି ପୂଜା ମଣ୍ତପରେ ମା ଙ୍କୁ ଦର୍ଶନ କଲେ ବାଲିକୁଦା-ଏରସମା ବିଧାୟକ ରଘୁନନ୍ଦନ ଦାସ ଓ ବାଲିକୁଦା ବ୍ଲକ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରକାଶ ପ୍ରଧାନ । । ପୂଜାକମିଟି ତରଫରୁ ବିଧାୟକଙ୍କୁ ସୌମ୍ୟରଞ୍ଜନ ବିଶ୍ବାଳ ଓ ସତ୍ୟରଞ୍ଜନ ବେହୁରା ସମ୍ବର୍ଦ୍ଧନା କରିଥିଲେ  ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories