www.samajalive.in
Sunday, December 7, 2025
26.1 C
Bhubaneswar

ଦେଖନ୍ତୁ ଭିଡିଓ; ରିଲ୍ସ କରୁଥିଲେ ମହିଳା, ରାଜରାସ୍ତାକୁ ଦୌଡି ପଳାଇଲା କୁନି ଝିଅ, ଆଉ ତା’ପରେ..

ନୂଆଦିଲ୍ଲୀ : ବର୍ତ୍ତମାନ ସମୟରେ ଯୁବକ, ଯୁବତୀ, ପୁରୁଷ, ମହିଳା, ପିଲାମାନେ ମଧ୍ୟ ରିଲ୍ସ କରିବା ପାଇଁ ଅଧିକ ପସନ୍ଦ କରୁଥିବା ଦେଖିପାରିବେ । ଏଭଳି କି ସାମ୍ନାରେ ଥିବା ବିପଦକୁ କିମ୍ବା ଆଖପାଖରେ ଘଟୁଥିବା ଘଟଣାକୁ ଅଣଦେଖା କରି ରିଲ୍ସ କରି ଥାଆନ୍ତି । ରିଲ୍ସ ପାଇଁ ଅନେକ ଜୀବନ ଚାଲିଯିବା ସହ ଦୁର୍ଘଟଣା ଘଟୁଥିବା ମଧ୍ୟ ଦେଖାଯାଏ । ଏଭଳି ଅନେକ ଘଟଣା ନିଶ୍ଚୟ ଶୁଣିଥିବେ।

- Advertisement -

ନିକଟରେ ଭାଇରାଲ୍‌ ହେଉଥିବା ଏକ ଭିଡିଓ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରିବା ସହ ଦ୍ରୁତ ଗତିରେ ଭାଇରାଲ୍‌ ହେଉଛି । ଭିଡିଓରେ ଦେଖିପାରିବେ, ଜଣେ ମହିଳା ରାଜରାସ୍ତାରୁ ଅଳ୍ପ କିଛି ଦୂରରେ ଥାଇ ରିଲ୍ସ କରୁଛନ୍ତି । ରାସ୍ତାରେ ସେହି ସମୟରେ ଅନେକ ଯାନବାହନ ମଧ୍ୟ ଦ୍ରୁତ ଗତିରେ ଚଳାଚଳ କରୁଛି । ମାତ୍ର ସେହି ସମୟରେ ମହିଳାଙ୍କ କୁନି ଝିଅ ହଠାତ୍‌ ରାସ୍ତା ଆଡକୁ ଦୌଡିବାକୁ ଲାଗୁଛି । ପାହାଡିଆ ଅଞ୍ଚଳରେ ମହିଳା ଜଣକ ବୁଲିବା ପାଇଁ ଯାଇଥିବା ବେଳେ କ୍ୟାମେରା ଧରି ରିଲ୍ସ କରୁଛନ୍ତି । ସେହି ସମୟରେ ହିଁ ଶିଶୁ ଜଣକ ରାସ୍ତାକୁ ଦୌଡି ପଳାଉଛନ୍ତି । ମାତ୍ର ମହିଳା ଜଣକ ଏ ବିଷୟରେ ଧ୍ୟାନ ମଧ୍ୟ ଦେଇନାହାଁନ୍ତି ।

୩୦ ବର୍ଷ ପରେ.. ୨୦୨୫ ଜାନୁଆରୀରେ ଏକାଠି ହେବେ ଶନି-ବୁଧ: ଏହି ରାଶିଙ୍କ ଉପରେ ହେବ ଧନ ବର୍ଷା, ବିବାହ..

ସେହି ସମୟରେ ମହିଳାଙ୍କ ବଡ ପୁଅ ଭଉଣୀ ରାସ୍ତା ଆଡକୁ ଦୌଡି ପଳାଉଥିବା ଦେଖି ନିଜ ମାଆଙ୍କୁ ଜଣାଇଥିଲେ । ଏହାପରେ ମହିଳା ଜଣକ ତୁରନ୍ତ ଦୌଡି ଯାଇ ନିଜ ଝିଅକୁ ରାସ୍ତାରୁ ନେଇ ଆସିଥିଲେ ।
ଭାଇରାଲ୍‌ ହେବା ପରେ ଭିଡିଓକୁ ଏଯାଏଁ ଲକ୍ଷ ଲକ୍ଷ ଲୋକେ ଦେଖିବା ସହ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି । ଅଳ୍ପକେ ବଡ ଅଘଟଣ ଟଳି ଯାଇଥିବା କହିଛନ୍ତି ।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories