www.samajalive.in
Monday, December 15, 2025
27.1 C
Bhubaneswar

ମୋ ବୁଥ୍‌‌ ଆପ୍‌‌ ଉନ୍ମୋଚନ: ସମସ୍ତ ତଥ୍ୟ ପାଇବେ ଭୋଟର

ଭୁବନେଶ୍ୱର: ମୋ ବୁଥ୍‌‌ ଆପ୍‌‌ ଉନ୍ମୋଚନ କଲେ ସିଇଓ ନିକୁଞ୍ଜ ବିହାରୀ ଧଳ। ଏହି ଆପ୍‌‌ ଜରିଆରେ ନିଜ ବୁଥ୍‌‌ ବିଷୟରେ ଜାଣିପାରିବେ ଭୋଟର। ଖାସ କରି ସହରାଞ୍ଚଳ ଭୋଟରଙ୍କୁ ସଚେତନ ପାଇଁ ଏହି ଆପ୍‌‌ ଉନ୍ମୋଚନ କରାଯାଇଛି। ଆପ୍‌‌ ଓ ୱେବସାଇଟ ମାଧ୍ୟମରେ ବୁଥ୍‌‌ ସମ୍ପର୍କରେ ସବୁ ତଥ୍ୟ ଜାଣିପାରିବେ। ଭୋଟ ହାର ବଢାଇବାରେ ମଧ୍ୟ ସହାୟକ ହେବ ଏହି ଆପ୍‌‌। ଆପ୍‌‌ ଉନ୍ମୋଚନ ହେବା ପରେ ସେଥିରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନର ସମସ୍ତ ତଥ୍ୟ ଦିଆଯାଇଛି। ୪ଟି ଲୋକସଭା ମଣ୍ଡଳୀରେ ୭୫.୬୮ପ୍ରତିଶତ ମତଦାନ ହୋଇଥିବା ସୂଚନା ଦିଆଯାଇଛି। ସବୁଠୁ ଅଧିକ ନବରଙ୍ଗପୁରରେ ଏବଂ ସବୁଠୁ କମ ବ୍ରହ୍ମପୁରରେ ମତଦାନ ହୋଇଛି। ସ୍ୱାଭିମାନ ଅଞ୍ଚଳର ୨୩ଟି ବୁଥ୍‌‌ରେ ଚଳିତ ବର୍ଷ ୮ପ୍ରତିଶତ ଅଧିକ ଭୋଟିଂ ହୋଇଛି।

Hot this week

ପହଲଗାଓଁ ଆତଙ୍କବାଦୀ ଆକ୍ରମଣ ମାମଲାର ଚାର୍ଜସିଟ୍ ଦାଖଲ କରିବ ଏନଆଇଏ

ସମାଜ ଲାଇଭ ଡ଼େସ୍କ : ଆଜି ପହଲଗାଓଁ  ଆତଙ୍କବାଦୀ ଆକ୍ରମଣ ଘଟଣାରେ,...

ଭୁବନେଶ୍ୱରରେ ହେବ ଭିଜା ସେଣ୍ଟର

ସମାଜ ଡିଜିଟାଲ ଡେସ୍କ: ଭୁବନେଶ୍ୱରରେ ହେବ ‘ଗ୍ଲୋବାଲ ଭିଜା ଆପ୍ଲିକେସନ ସେଣ୍ଟର’...

ଡିଜିପିଙ୍କ କ୍ୟାମ୍ପ ଅଫିସ ସମ୍ମୁଖରେ ବିଜେଡିର ଧାରଣା

ଭୁବନେଶ୍ବର: ପ୍ରଣବଙ୍କ ଘରେ ଭଙ୍ଗାରୁଜାକୁ ନେଇ ପ୍ରତିବାଦ ତୀବ୍ର ହେବାରେ ଲାଗିଛି।...

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

ମୋଦୀଙ୍କୁ କଂଗ୍ରେସର ଅପଶବ୍ଦ : କ୍ଷମା ଦାବି କଲେ ନଡ୍ଡା

ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ...

Related Articles

Popular Categories