www.samajalive.in
Friday, December 5, 2025
26.1 C
Bhubaneswar

ବିଧାୟକ ପ୍ରାର୍ଥୀଙ୍କ ଗାଡିରୁ ୨ଲକ୍ଷ ଟଙ୍କା ଜବତ

ଧର୍ମଗଡ : ଲାଞ୍ଜିଗଡର ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ ଦିଶାରୀଙ୍କ କାରରୁ ୨ଲକ୍ଷ ଟଙ୍କା ଜବତ ହୋଇଛି। ଜୟପାଟଣାରୁ ପ୍ରଦୀପଙ୍କ କାରରୁ ଫ୍ଲାଇଂ ସ୍କ୍ବାଡ ଏହି ଟଙ୍କା ଜବତ କରିଛି। ପ୍ରଦୀପଙ୍କ ସହ ଗାଡିରେ ୪ଜଣ ବ୍ୟକ୍ତି ଥିବାର ସୂଚନା ମିଳିଛି। ପୁଲିସ କାରଟିକୁ ଜବତ କରି ପ୍ରଦୀପଙ୍କୁ ଟଙ୍କା ସମ୍ବନ୍ଧରେ ପଚରାଉଚରା କରୁଛି।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories